ଥେମ୍ସ ଉପରେ ଦଶ ମିନିଟର ଆକାଶ
ଥେମ୍ସ ଉପରେ ଦଶ ମିନିଟର ଆକାଶ ଲୋକନାଥ ମିଶ୍ର ଗତକାଲିମୁଁ ମୋ ପରିବାର ସହଗ୍ରୀନୱିଚ୍ର ଆକାଶକୁ ଛୁଇଁବାକୁ ଯାଇଥିଲି। ଯାତ୍ରାର ଆରମ୍ଭ ଥିଲା ପୃଥିବୀରୁ,କିନ୍ତୁ ଶେଷ ହେଲା ମନର ଅନ୍ତରୀକ୍ଷରେ। ଥେମ୍ସ ନଦୀଶତାବ୍ଦୀର ସ୍ମୃତିକୁ ତା’ର ତରଙ୍ଗରେ ଧରିନିରବରେ ବହୁଥିଲା।ତା’ର ଦୁଇ କୂଳରେଇତିହାସ ଓ ଭବିଷ୍ୟତପରସ୍ପରର ମୁହଁ ଦେଖୁଥିଲେ। ଆମେ ଚଢ଼ିଲୁଆକାଶରେ ଝୁଲୁଥିବା ଏକ କାଚର କବିତାରେ—କେବୁଲ କାର। ନବେ ମିଟର ଉଚ୍ଚତା—ଯେଉଁଠାରେ ପକ୍ଷୀମାନେ ଆଶ୍ଚର୍ଯ୍ୟରେ ଚାହାନ୍ତି,ଆଉ ମଣିଷନିଜ ସ୍ୱପ୍ନର ଉଚ୍ଚତା ମାପିବାକୁ ଶିଖେ। ତଳେ ଥେମ୍ସଏକ […]
ଥେମ୍ସ ଉପରେ ଦଶ ମିନିଟର ଆକାଶ Read More »










