ନିଜ ମାଟିରେ ଶରଣାର୍ଥୀ
ନିଜ ମାଟିରେ ଶରଣାର୍ଥୀ ତପନ ନାୟକ ଜାନୁଆରୀ ଉଣେଇଶିର ସେ କାଳ ରାତି,ଲିଭିଯାଇଥିଲା ସବୁ ଆଶାର ଜ୍ୟୋତି।ନିଜ ଘର କୋଣେ ଲୁଚିଥିଲା ପ୍ରାଣ,ଚାରିଆଡ଼େ ଶୁଭେ ମୃତ୍ୟୁର ସ୍ଲୋଗାନ। ।।୧।।ଛାଡ଼ିବାକୁ ପଡ଼ିଲା ପୈତୃକ ସେ ଘର,ନିଜ ଜନ୍ମମାଟି ହୋଇଗଲା ପର।ସେ ପାହାଡ଼, ସେ ବରଫ, ସେ ଝରଣାର ଧାର,ଆଖି ଲୁହେ ଭିଜିଥିଲା କାଶ୍ମୀର ମୋର। ।।୨।।ହଜିଗଲା ସବୁ ପିଲାଦିନର ସେ ଖେଳ,କଣ୍ଠେ କାତର ସ୍ୱର, ସମୟଟି କାଳ।ନିଜ ଦେଶେ ସାଜିଲୁ ଆମେ ଶରଣାର୍ଥୀ,ଅନ୍ଧାରେ ଖୋଜୁଛୁ ଆଜି ବି ଜୀବନର […]
ନିଜ ମାଟିରେ ଶରଣାର୍ଥୀ Read More »










