ଶହୀଦ ମାତଙ୍ଗିନୀ
ଶହୀଦ ମାତଙ୍ଗିନୀସାରଦା ପ୍ରସାଦ ମିଶ୍ର
ଯୋଗ୍ୟତା ସାରଦା ପ୍ରସାଦ ମିଶ୍ର ଧୃଷ୍ଟତା ମାର୍ଜନା କରିବେ ହେ ବାଲ୍ମୀକି ବ୍ୟାସରାମାୟଣ ମହଭାରତ କଲ କାହିଁକି ପ୍ରକାଶଏହା କଣ ନୁହେଁ ଇତିହାସମୁଷ୍ଟିମେୟ ହେତୁବାଦୀ କହେ ଏହା ବକବ।ସ୍ ।ବିଶ୍ବରେ ବନ୍ଦିତ ହେଲ ଲେଖି ମହାକାବ୍ୟହେତୁବ।ଦୀ ପଚାରଇ ତୁମର ଯୋଗ୍ୟତାକେଉଁ ବିଶ୍ଵ ବିଦ୍ୟାଳୟ ଦେଇଛି ପ୍ରମାଣ ପତ୍ରସପନରେ ଦେଖାଦେଇ କୁହ ମହାଭାଗ ।କିଏ କହେ ହିନ୍ଦୁ ଏକ ନୁହଇଁଟି ଧର୍ମପତାଞ୍ଜଳି ଯୋଗ କପିଳ ଙ୍କ ସାଂଖ୍ୟଏହାସବୁ ଜରାଜୀର୍ଣ୍ଣ କାଙ୍କବେଉଷଣ ପାଇଁ ଅତ୍ୟନ୍ତ ଅକ୍ଷମ ।ଶୃଙ୍ଖଳା କର୍ତ୍ତବ୍ୟ ତ୍ୟାଗ
ଅଣୁ ଓ ପରମାଣୁସାରଦା ପ୍ରସାଦ ମିଶ୍ର ବିଜ୍ଞାନ ବିଷୟେ ଆସ ପିଲାମାନେକରିବାଟି ଆଲୋଚନାଚିନି ଲୁଣ ବାଲି ହୀରା ତମ୍ବା ସୁନାଆଦି ବସ୍ତୁରେ ହୁଅନ୍ତି ଗଣା ।ଭାରତୀୟ ଦାର୍ଶନିକ ମହର୍ଷି କଣ।ଦକହିଲେ କଥା ଗୋଟିଏପଦାର୍ଥକୁ ଯଦି ଭାଙ୍ଗି ଭାଙ୍ଗି ଯିବାକ୍ଷୁଦ୍ରତମ ଭାଗ ଯିଏ ।ତାହାର ନାମଟି ଅଟେ ପରମାଣୁବସ୍ତୁ ସର୍ବ ଶେଷ ଅଂଶକ।ତ୍ୟାୟମ ନାମେ ଅନ୍ୟ ଭାରତୀୟପୁନଶ୍ଚ କଲେ ପ୍ରକାଶ ।ପରମାଣୁ କେବେ ଏକାକୀ ନରହିସାଥୀ ହୋଇ ରହିଥାଏଏ ମିଳିତ ପରମାଣୁ କୁ ଅଣୁ ନାମେପରିଚିତ କଲେ ସିଏ
କବିତାସାରଦା ପ୍ରସାଦ ମିଶ୍ର କାଗଜର ବୁକୁପରେକବିତାକୁ କବି ଗଢେରୂପ ପାଏ ତାହାର ଭାବନାପାଠକ ଙ୍କୁ ଯଦି ଖୁସିକବିତାଟି ଦିଏ ଆସିସାର୍ଥକ ହୁଅଇ ତା କଳ୍ପନା ।କବିର ସରଳ ପ୍ରାଣଦୁଃଖେ ହୁଏ ମ୍ରିୟମାଣଯଦି ମୁଖ ଫେରାଏ ପାଠକପଡ଼ି ଉଠି ଚାଳେ ପାଦଏଡିଦେଇ ଅପବାଦମାଡ଼ି ଚାଲେ ପଛେ ଫିଙ୍ଗି ଦୁଃଖ ।ଲୁବ୍ଧକ ନିଷ୍ଠୁର ଶରପ୍ରେମୀ କ୍ରଉଁଚ ଯୁଗଳରମିଳନ ରେ କରିଥିଲା ନାଶହୋଇ ଶୋକ ଜର୍ଜରିତଲେଖିଥିଲା ଆଦ୍ୟ ଗୀତଶ୍ଲୋକ ରୂପେ ହୋଇଲା ପ୍ରକାଶ ।ବର୍ଣ୍ଣନା କଲା ପୁରାଣବୋଧ ଗମ୍ୟ ଶବଦେନସମାଜରେ ବିତରିଲା
ଅଶାନ୍ତ କଟକସାରଦା ପ୍ରସାଦ ମିଶ୍ର କଟକ ନଗର ଧବଳ ଟଗରବୟସ ସହସ୍ରାଧିକହିଂସାର ଅନଳ ପ୍ରଜ୍ଜ୍ବଳି ପ୍ରଖରସୃଷ୍ଟି କରିଛି ଆତଙ୍କ ।ଚଣ୍ଡୀ ଆଶ୍ରିତ ମହାନଦୀ ଧଉତଶାନ୍ତ ସମୀରଣ ତଳେଅସହିଷ୍ଣୁତାର ଘୃଣ୍ୟ ପ୍ରାଚୀରଜନତାଙ୍କୁ ଗ୍ର।ସେ ବଳେ ।ଶୁଭ୍ର ରଜତର କମ୍ର ଅଳଙ୍କାରବିଶ୍ଵର ଯାହାର କ୍ଷାତି |ଆଜି ସେହି ସ୍ଥାନ ରୁଧିରେ ସ୍ନାହାନଖଣ୍ଡିତ ଭାତ୍ରୁ ପ୍ରୀତି ।ମାତା ମହାମାୟା କାହିଁକି ନିର୍ଦ୍ଦୟାତାର ସନ୍ତାନ ଉପରେଭଗ୍ନ ବାରବାଟି ଅଟେ ଯାର ସାକ୍ଷୀମନେ ତା ସଂଶୟ ଭରେ ।ଅପରାଧ ତତ୍ତ୍ଵ କରିଛି ସାବ୍ୟସ୍ତତାର ବଳବନ୍ତ
धागा तपन कुमार नायक मैं तो संपर्क का धागा पकड़ केभागे दौड़े सबको बोले।अरे भाई तुम जरा ये धागा पकड़ लोमैं अकेला थक गया हूँ।ये धागा तो मेरा नहीं,आप लोगों ने पकड़ाया दिया है। आप लोगों ने मेरे हाथों में गाँठ डाल दीतुम्हें बोला, आपको बोला,थोड़ा ये गाँठ खोल दोमैं हाथ हिला नहीं सकता। मैंने
ହବିଷିଆଳୀ ବ୍ରତ ଲୋକନାଥ ମିଶ୍ର କୁମାର ପୂର୍ଣ୍ଣିମା ପରେ,ଆରମ୍ଭ କାର୍ତ୍ତିକ ମାସ ।ସାକାହାରୀ ସଂଯମୀ,ହବିଷିଆଳୀ ର ଶପଥ ।ପ୍ରଭାତେ ଶୀତଳ ସ୍ନାନ,ଜଗନ୍ନାଥଙ୍କ ଦର୍ଶନ,ତୁଳସୀ ମୁଳେ ପ୍ରାର୍ଥନା,ହୃଦୟରେ ଏକାଗ୍ରତା ।🍂 “ଶୁଦ୍ଧି ର ଶରୀର ,ଶୁଦ୍ଧି ର ମନ ,ଶୁଦ୍ଧି ହିଂ ଆତ୍ମାରେ” । 🍂ଦିନେ ମାତ୍ର ଗୋଟିଏ ଭୋଜନ,ଅରୁଆ ଚାଉଳ, ସାରୁ, ଅଦା, ମୁଗ ,କଦଳୀ , ନଡିଆ , ଘିଅ, ଶାଗ,ଭକ୍ତିରେ ପୂର୍ଣ୍ଣ ଉପବାସ ।ସାରା ମାସ ପ୍ରାର୍ଥନାରେ,ଧ୍ୟାନେ, କୀର୍ତ୍ତନ ସ୍ୱରେ,ଭକ୍ତିର ପଥେ ଚାଲି,ହୃଦୟ ହୁଏ