uh@gmail.com

ଦେବୋତ୍ଥାପନ ଏକାଦଶୀ

ଦେବୋତ୍ଥାପନ ଏକାଦଶୀ କାର୍ତ୍ତିକ ଶୁକ୍ଳ ଏକାଦଶୀ / ତୁଳସୀ ବିବାହ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଏହି ଏକାଦଶୀକୁ ଦେବଉଠନୀ, ଦେବୋତ୍ଥାନ ଏବଂ ପ୍ରବୋଧିନୀ ଏକାଦଶୀ ମଧ୍ୟ କୁହାଯାଇଥାଏ। ଦେବଉଠନୀ ଏକାଦଶୀ ବିଷୟରେ କୁହାଯାଇଥାଏ ଯେ ଭଗବାନ ବିଷ୍ଣୁ ଚାରି ମାସ ଯୋଗ ନିନ୍ଦ୍ରା ପରେ ଜାଗ୍ରତ ହୋଇଥାନ୍ତି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ […]

ଦେବୋତ୍ଥାପନ ଏକାଦଶୀ Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦) ନାରଦ କହିଲେ ………..!! ଏକା ଅଙ୍ଗରେ ଯଜ୍ଞ ସଂକଳ୍ପ ହୁଏ ନାହିଁ ?ଏଣୁ କ୍ଷୀରା ଙ୍କ ମାତା ଅର୍ଥାତ ଆପଣଂକ ଜ୍ୟେଷ୍ଠ ପତ୍ନୀ ସୁରା ଙ୍କୁ ଡାକି ତୁମେ ଦୁଇଜଣ ଯଜ୍ଞ ସଂକଳ୍ପ କର । ଭୃଗୁମୁନି ନାରାୟଣ ଙ୍କ କଥା ଶୁଣି ଚିନ୍ତାକଲେ ଓ ସମସ୍ତ ଦେବତାଙ୍କ ଉଦ୍ଦେଶ୍ୟ ରେ କହିଲେ ହେ ସଭାଜନ ଏହାର ଶୁଣି ରଖ ବ୍ରହ୍ମା ଙ୍କର ତିନି ପତ୍ନୀ ,ସୁରା , ସାବିତ୍ରୀ ,

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦) Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୮)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୮) ସକାଳ ହେଲା ।ବିପ୍ର ସ୍ନାନ ସାରି ଆସିଲେ ।ଇଷ୍ଟ ଦେବଙ୍କୁ ପୂଜା କରି ବିଷ୍ଣୁ ଗାୟତ୍ରୀ ଜପ କରି ଚଉଁରା ପାଖକୁ ଯାଇ ତୁଳସୀ ସେବାକଲେ ।ଜଳ ତୁଳସୀ ପାଇଲେ ବିପ୍ର ।ହବିଷ୍ୟ ଅନ୍ନ ରାନ୍ଧିବା ପାଇଁ ନୂତନ ହାଣ୍ଡି ,କାଠ ,ଚାଉଳ ,ଜଳ ଓ ବ୍ୟଞ୍ଜନ ପାଇଁ ମୁଗ ଜାଇ , ଘିଅ , ଦହି , ଲବଣୀ , ଓ ଲୁଣ ଆଣି ବିପ୍ର ବିଷ୍ଣୁ ଦାଶଙ୍କୁ ୠଷି

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୮) Read More »

ନାଗ ଚତୁର୍ଥୀ

🚩🚩🚩 ନାଗ ଚତୁର୍ଥୀ 🚩🚩🚩 କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ନାରୀମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା ଦ୍ୱାରା ସର୍ପ ଦଂଶନର ଭୟ ରହେ ନାହିଁ ବୋଲି ଲୋକବିଶ୍ୱାସ ରହିଛି । ପୂଜାର ମୁଖ୍ୟବିଧି ହେଲା ହୁଙ୍କାପୂଜା। ନାରୀମାନେ ଏକତ୍ରିତ ହୋଇ ହୁଙ୍କାଥିବା ସ୍ଥାନରେ କିମ୍ବା ହୁଙ୍କାର କିଛି ଅଂଶକୁଆଣି ଚଉଁରାମୂଳେ ରଖି,

ନାଗ ଚତୁର୍ଥୀ Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪) ତୁଳସୀ କାଠ ଯଦି ମିଳେ ସେହି ତୁଳସୀ କାଠ କୁ ନିଆଁ ରେ ପକାଇଲେ ତାହାରି ଆତ୍ମା ମୋକ୍ଷ ପାଏ । ତୁଳସୀ ଚରିତ ଯାହା ମୁଁ ତୁମ ମାନଙ୍କୁ କହୁଛି ତାହା ସତ୍ୟ ଅଟେ । ଆହୁରୀ କଥା କହୁଛି ଶୁଣ !ଗ୍ରହଣ ସମୟରେ ,ଦ୍ଵାଦଶୀ , ସଂକ୍ରାନ୍ତି , ଚତୁର୍ଥୀ , ସନ୍ଧ୍ୟା ,ରାତ୍ରି , ଅଶୌଚ ହୋଇ ତୁଳସୀ ପତ୍ର ତୋଳିବ ନାହିଁ କି ତୁଳସୀ ବୃକ୍ଷ

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪) Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩) ମାୟା ପାର୍ବତୀଙ୍କ କାନ୍ଦ ଦେଖି ଶିଵଗଣ ତଟସ୍ଥ ହୋଇଗଲେ । ଜଣ ଜଣ କରି କେହି ଅସ୍ତ୍ର ଧରି ପାରିଲେ ନାହିଁ ଭଗବାନ ଶିବ ସତୀ ଙ୍କ ଅପମାନ ଦେଖି ବହୁତ ମନ ଦୁଃଖ କଲେ । ନିଜକୁ ଧିକ୍କାର କଲେ ଶିବ । ତ୍ରିପୁରାରୀଙ୍କ ମୁହଁ ତଳକୁ ହୋଇଗଲା । ଧରଣୀକୁ ଚାହିଁ କହିଲେ ଶଙ୍କର ଭଗବାନ ମୋ ଭାଗ୍ୟରେ ବିଧାତା କଣ ଏୟା ଲେଖିଥିଲା କାହିଁକି ମୁଁ ଏ

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩) Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୨)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୨) ପବନ ଯାଉଥିବାର ଜାଣିପାରିଲେ ଡାହାଣ ଆଖି ଡେଇଁବାରେ ଲାଗିଲା ।ଦୂରରୁ ନିର୍ଘାତ ଶବ୍ଦ ଶୁଭିଲା ବୃନ୍ଦାବତୀଙ୍କୁ । କେଉଁଆଡ଼ୁ ଦୁଇଟି ପେଚା ଉଡି ଆସି ତାଙ୍କ ମହଲ ଉପରେ ବସି ଡାକ ଛାଡିଲେ । ଘର ଓ ବାହାରୁ ଗାଈ ଗୋରୁ ମାନଙ୍କର ରାଵ ଶୁଣି ଶ୍ବାନ ମାନେ ଅସ୍ୱାଭିବିକ ଭାବେ ଭୁକିବାକୁ ଲାଗିଲେ । ଏସବୁ ଉପଦ୍ରବ୍ୟ ଧ୍ୱନି ଶୁଣିବାକୁ ପାଇଲା ଦୈତ୍ୟ ଜଳନ୍ଧର ର ଘରଣୀ । ବୃନ୍ଦାବତୀ

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୨) Read More »

ଅଁଳା ନବମୀ

ଅଁଳା ନବମୀ ସାକ୍ଷୀଗୋପାଳ ମନ୍ଦିର ରେ କେବେଠାରୁ ଶ୍ରୀରାଧାଙ୍କ ପାଦ ଦର୍ଶନ ଅଁଳା ନବମୀ ଉତ୍ସବ ଆରମ୍ଭ ହେଇଥିଲା ତାହାର ସଠିକ୍ ନିର୍ଣ୍ଣୟ କଷ୍ଟକର। ବୋଧହୁଏ ଶ୍ରୀରାଧାଙ୍କ ବିଗ୍ରହ ପ୍ରତିଷ୍ଠା ତିଥି କୁ ଅଁଳା ନବମୀରେ ପାଳନ କରାଯାଏ। ସାକ୍ଷୀଗୋପାଳ ମନ୍ଦିର ରେ ଗହମ ପ୍ରସ୍ତୁତ ଭୋଗ ଗୋପାଳଜୀଙ୍କୁ ଭୋଗ ଲଗାଯାଏ। ମାତ୍ର ଅଁଳା ନବମୀ ଦିନ ନିକଟବର୍ତ୍ତୀ ଗ୍ରାମ ମାନଙ୍କରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଚୁଡାଘଷା ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତି।କାର୍ତ୍ତିକ ଶୁକ୍ଳ ପକ୍ଷ ଅଁଳା

ଅଁଳା ନବମୀ Read More »