କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୦)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୦) ଐଶାନ ମାର୍ଗ ଦେଇ ଜଳନ୍ଧରର ସୈନ୍ୟ ସାମନ୍ତ ମାନେ ମାଡି ଚାଲିଲେ ।ରତ୍ନମୟ ରଥ ସହିତ ସମସ୍ତ ଙ୍କ ହାତରେ ଧନୁ ଓ ଖଡ୍ଗ ଥାଏ । ସୈନ୍ୟ ମାନେ ବନ ପାହାଡ଼ କିଛି ନମାନି ଆଗେଇ ଯାଉଥାଆନ୍ତି ନିଶାଚର ମାନେ ଏପରି ଗତି ରେ ଯାଉଥାଆନ୍ତି ଯେ ସତେ ଯେପରି ଆକାଶରେ ମେଘ ଗର୍ଜନ କଲା ପରି ପ୍ରତୀୟମାନ ହେଉଥାଏ ।ସତେ ଯେପରି ମେଦିନୀ କୁ ପ୍ରଳୟ କରିଦେବେ ? […]
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୦) Read More »






