ସକାଳର ଭକ୍ତି ଅର୍ଘ୍ୟ
❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ମିଳିଲା ଯାଇ ନନ୍ଦଦ୍ଵାର। ଦ୍ଵାରୀକି ବୋଲଇ ଉତ୍ତର।ଗୋପୀଏ ଗଲେ ଅପସରି। ଭିତରେ ପଶିଲା ଅସୁରୀ। ଯଶୋଦା ଦେଖିଣ ଚକିତ। କାହୁଁ ଅଇଲା ଅଦଭୁତ।କି ଅବା ତ୍ରିପୁର ସୁନ୍ଦରୀ। ରୂପେ ତ ନାହିଁ ସମସରି। ପୂତନା ପାଶେଣ ମିଳିଲା। ମଧୁର ବଚନ କହିଲା।କାହୁଁ ଅଇଲୁ ମହାତ୍ମାଣୀ। କି ଅବା ହରିର ଘରଣୀ। କିମ୍ପା ମୋ ପୁରକୁ ଅଇଲୁ। ଏ ମୋର ମନକୁ ମୋହିଲୁ।କିସ କରିବୁ ମୋତେ କହ। ଦେଖି ମୋ ରହୁନାହିଁ ଦେହ। […]
ସକାଳର ଭକ୍ତି ଅର୍ଘ୍ୟ Read More »









