uh@gmail.com

କାର୍ତ୍ତିକ ମାହାତ୍ମ୍ୟ ୩

କାର୍ତ୍ତିକ ମାହାତ୍ମ୍ୟ ୩ 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺 ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନାସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ । ଥାଇ ଡାକିଲା ହେ ୠଷି ମୋତେ ରକ୍ଷାକର ! ଏଠାରେ ମୁଁ ଅଣ ନିଃଶ୍ବାସ ହୋଇ ଯାଉଛି ? ୠଷି କଶ୍ୟପ ବିଷ୍ଣୁଙ୍କ ମାୟା ବୋଲି ଜାଣି ବେଦ ଗାଇବାକୁ ଲାଗିଲେ ଓ ମତ୍ସ କୁ ନେଇ ସମୁଦ୍ରରେ ଛାଡିଦେଲେ । […]

କାର୍ତ୍ତିକ ମାହାତ୍ମ୍ୟ ୩ Read More »

କାର୍ତ୍ତିକ ମାହାତ୍ମ୍ୟ ୨

🌹🌹🌹 କାର୍ତ୍ତିକ ମାହାତ୍ମ୍ୟ ୨🌹🌹🌹 🌹🌹🌹 କାର୍ତ୍ତିକ ମାହାତ୍ମ୍ୟ 🌹🌹🌹 ଭାଗ —-୨ ଦୁରରେ ନିଷାଦ ଗଣ ଥିଲେ, ସନ୍ଦେଶ ଦେଲେ। ପତି ଓ ପିଅର ହତ ଶୁଣି ସେ ମୋହ ହୋଇ ଗଲା। ସେ ଶୋକ ସମ୍ଭାଳି ଶାନ୍ତି ହେଲେ। ସେ ଯାଇ ଦୁଇ ଜଣ ଙ୍କ ପ୍ରେତ କର୍ମ ସାରିଦେଲେ। ରାଜା ତା‌ହାର ଧନ ନେଇ ଗଲେ। ଆଉ ଜଣେ ବିପ୍ର ତାଙ୍କ ଘର ବାଡ଼ି ନେଇ ଗଲେ। ସେ ଉଦର ପୋଷଣ ପାଇଁ

କାର୍ତ୍ତିକ ମାହାତ୍ମ୍ୟ ୨ Read More »

କାର୍ତ୍ତିକ ମାହାତ୍ମ୍ୟ ୧

କାର୍ତ୍ତିକ ମାହାତ୍ମ୍ୟ ୧ 🍂🍃🍂🍃 କାର୍ତ୍ତିକ ମାହାତ୍ମ୍ୟ 🍂🍃🍂🍃 କାର୍ତ୍ତିକ ମାହାତ୍ମ୍ୟ ଆରମ୍ଭ କରିବା ପୃର୍ବରୁ ଭଗବାନ ଶ୍ରୀକୃଷ୍ଣ ପ୍ରଭୁ ଦାମୋଦର ଙ୍କ ଚରଣରେ ଶରଣ ହୋଇ ତାଙ୍କ ପାଦ ପଦ୍ମରେ ଅନନ୍ତ କୋଟି ଦଣ୍ଡବତ ଜଣାଉଅଛି । ହେ ! ଅଶେଷ ବ୍ରହ୍ମାଣ୍ଡର ନାଥ ଯାହାଙ୍କ ଚରିତ ଶୁଣିଲେ ପୁଣ୍ୟ ମିଳେ , ଆରତ ଜନଙ୍କୁ ଯିଏ ନିଜ ଅଭୟ ପାଦପଦ୍ମ ରେ ଆଶ୍ରୟ ଦିଅନ୍ତି , ମାତା କମଳା ଙ୍କୁ ଆଶ୍ରାକରି ଯିଏ ସର୍ବଦା

କାର୍ତ୍ତିକ ମାହାତ୍ମ୍ୟ ୧ Read More »

ଚକ୍ରବାକ ଚକ୍ରବାକୀ ସମ୍ବାଦ

ଚକ୍ରବାକ ଚକ୍ରବାକୀ ସମ୍ବାଦ
ପମ୍ପା ସରୋବର କୂଳେ କୂଳେ ଶ୍ରୀରାମ ଓ ସୌମିତ୍ରୀ ଚାଲିଥାନ୍ତି Ι ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ମନ ମୋହି ନେଉଥାଏ Ι ବୈଦେହୀଶଙ୍କୁ ବୈଦେହୀଙ୍କର ଅଭାବ ବିବ୍ରତ କଲା Ι ଏତେ ଅନୁପମ ଦୃଶ୍ୟରାଜି ଏବଂ ଏହି
ମନ୍ତ୍ରମୁଗ୍ଧ କରି ତୋଲୁଥିଵା ବାତାବରଣରେ ପ୍ରାଣପ୍ରିୟା ପାଶରେ ଥିଲେ, କେତେ ସୁଖରେ ସମୟ ବିତୁଥାନ୍ତା ! ବିଚ୍ଛେଦର ଦୁଃଖରେ ଜାନକୀବଲ୍ଲଭଙ୍କର ଚକ୍ଷୁ କୋଣରେ ଦୁଇ ବୁନ୍ଦା ଅଶ୍ରୁ ଦେଖା ଦେଲା

ଚକ୍ରବାକ ଚକ୍ରବାକୀ ସମ୍ବାଦ Read More »

ଶାବରୀ -୨

ଶାବରୀ -୨ କବନ୍ଧ ସ୍ଵର୍ଗପୁରକୁ ଯିବା ପୂର୍ବରୁ ପମ୍ପା ସରୋବରକୁ ପଥ, ପମ୍ପା ସର ଓ ତାର ଚତୁର୍ପାର୍ଶ୍ୱରେ ଥିବା ଅରଣ୍ୟାନୀର ସୌନ୍ଦର୍ଯ୍ୟ, ଦିବଂଗତ ଋଷି ମାତଙ୍ଗଙ୍କ ଆଶ୍ରମ ଓ ସେ ଆଶ୍ରମରେ ଦୀର୍ଘକାଳ ଅପେକ୍ଷାରତା ଏକ ତପସ୍ୱିନୀ ବିଷୟରେ ସବିଶେଷ ତଥ୍ୟ ଦେଇ ଯାଇଥିଲେ Ι ପ୍ରକୃତରେ ତାଙ୍କର ବର୍ଣ୍ଣନା ଅନୁରୂପ ପ୍ରାକୃତିକ ଶୋଭାର ଭଣ୍ଡାର ଥିଲା ପମ୍ପା ସରୋବର Ιସେହି ଜଳାଶୟରେ ନାନା ବର୍ଣ୍ଣର କମଳ ବିକଶିତ ହୋଇଥିଲେ Ι ହଂସ, ସାରସ ଆଦି

ଶାବରୀ -୨ Read More »

ନବ ଦୁର୍ଗା ସ୍ତୋତ୍ରମ୍

ନବ ଦୁର୍ଗା ସ୍ତୋତ୍ରମ୍ ଶ୍ରୀ ଗଣେଶଃ ହରିଦ୍ରାଭଂଚତୁର୍ଵାଦୁ ହାରିଦ୍ରଵସନଂଵିଭୁମ୍ପା। ଶାଂକୁଶଧରଂ ଦୈଵଂମୋଦକଂଦଂତମେଵ ଚ ଦେବୀ ଶୈଳପୁତ୍ରୀ ବଂଦେ ଵାଂଛିତଲାଭାୟ ଚଂଦ୍ରାର୍ଧକୃତଶେଖରାଂ ଵୃଷାରୂଢାଂ ଶୂଲଧରାଂ ଶୈଳପୁତ୍ରୀ ୟଶସ୍ଵିନୀମ୍ ଦେବୀ ବ୍ରହ୍ମଚାରିଣୀ ଦଧାନା କରପଦ୍ମାଭ୍ୟାମକ୍ଷମାଲା କମଂଡଲୂ ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା ଦେବୀ ଚଦ୍ରଘଣ୍ଟା ପିଂଡଜପ୍ରଵରାରୂଢା ଚଂଦକୋପାସ୍ତ୍ରକୈର୍ୟୁତା ପ୍ରସାଦଂ ତନୁତେ ମହ୍ୟଂ ଚଂଦ୍ରଘଂଟେତି ଵିଶ୍ରୁତା ଦେବୀ କୁଷ୍ମାଣ୍ଡା ସୁରାସଂପୂର୍ଣକଲଶଂ ରୁଧିରାପ୍ଲୁତମେଵ ଚ ହସ୍ତପଦ୍ମାଭ୍ୟାଂ କୂଷ୍ମାଂଡା ଶୁଭଦାସ୍ତୁ ମେ ଦେବୀ ସ୍କନ୍ଧମାତା ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ଵୟା ଶୁଭଦାସ୍ତୁ ସଦା ଦେଵୀ ସ୍କଂଦମାତା

ନବ ଦୁର୍ଗା ସ୍ତୋତ୍ରମ୍ Read More »

॥ ଶାବରୀ॥

॥ ଶାବରୀ॥ ॥ ଶାବରୀ॥ ଅନେକ ଦିନ ତଳର କଥା Ι ପମ୍ପା ସରୋବରଠାରୁ କିଛି ଦୂରରେ ଭୀଲ ମାନଙ୍କର ଗୋଟିଏ ଜନବସତି ଥାଏ Ι ଭୀଲ୍ ରାଜାଙ୍କର କନ୍ୟା ଶ୍ରମଣାକୁ ବିବାହ ବୟସ ହେବାରୁ ଅନ୍ୟ ଏକ ଭୀଲ ସର୍ଦ୍ଦାରଙ୍କ ପୁତ୍ର ସହିତ ତାଙ୍କର ବିବାହ ସ୍ଥିରୀକୃତ ହେଲା Ι ଶବର ପଲ୍ଲୀରେ ବିବାହ ଉତ୍ସବ ସମୟରେ କିଛି ଛାଗ ଓ ମହିଷ ଆଦି ପଶୁଙ୍କୁ ଗ୍ରାମଦେବତୀଙ୍କ ଆଗରେ ବଳି ପକାଇ ସେହି ପଶୁମାନଙ୍କର ମାଂସରେ

॥ ଶାବରୀ॥ Read More »

ଦ୍ବିତୀୟାତିଥିଏବଂଭଗବତୀବ୍ରହ୍ମଚାରିଣୀ। ଦୁର୍ଗା ପୁଜା ( ନବରାତ୍ରି ର ଦୁତୀୟ ଦିନ )

ଦ୍ବିତୀୟାତିଥିଏବଂଭଗବତୀବ୍ରହ୍ମଚାରିଣୀ।

ଦ୍ବିତୀୟାତିଥିଏବଂଭଗବତୀବ୍ରହ୍ମଚାରିଣୀ। ଦୁର୍ଗା ପୁଜା ( ନବରାତ୍ରି ର ଦୁତୀୟ ଦିନ ) Read More »

spring-flowers-flowers-collage-floral-68507-68507.jpg

“ଜହ୍ନିଓଷା,ଓ ବଳିଓଷା ବା ପୂଜା “

“ଜହ୍ନିଓଷା,ଓ ବଳିଓଷା ବା ପୂଜା “। ( by Lokanath Mishra) ଭୋଦୁଅ ଯାଇ ଅଶିଣ ପଶିଲା ଓ ପୂଜା ପର୍ବ ପର୍ବାଣୀ ଗୋଟିଏ ପରେ ଗୋଟିଏ ଆରମ୍ଭ ହୋଇଗଲାଣି। ଖୁଦୁରୁକୁଣୀ ଓଷା ଭାଦ୍ରବ ମାସର ସବୁ ରବିବାରେ କୁମାରୀ ଝିଅ ମାନେ ନିଜ ଭାଇଙ୍କ ଦୀର୍ଘାୟୁ କାମନା ରଖି ମାଁ ସର୍ବ ମଙ୍ଗଳାଙ୍କୁ ନୀତି ନିୟମ ରେ ପାଳନ କରିବା ପରେ ଆଶ୍ଵିନ ମାସ ଆରମ୍ଭ ହେଉ ହେଉ ମାସ ସାରା କୁମାର ପୂର୍ଣିମା ଯାଏଁ

“ଜହ୍ନିଓଷା,ଓ ବଳିଓଷା ବା ପୂଜା “ Read More »

ପ୍ରଶିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା

ପ୍ରଶିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା By- Lokanath Mishra: ନବରାତ୍ରୀ ଏ ବର୍ଷ ଆରମ୍ବ ହେଇ ଯାଇଛି । ମା ଦୁର୍ଗା ଆମ ମାନକଂ ମୁହଁ ରେ ହସ ଦେଇଛନ୍ତି ।ଏ ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ହସ ଦେବା । ଲୁହ ତ ସମସ୍ତେ ଦିଅନ୍ତି ହେଲେ ହସ କେବଳ ସିଏ ହିଁ ଦିଅନ୍ତି … ଯିଏ ଆମକୁ ପ୍ରକୁତରେ ଭଲ ପାଆନ୍ତି । ମା ଆମକୁ ଭଲ ପାଆନ୍ତି

ପ୍ରଶିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା Read More »