uh@gmail.com

ଆସନ୍ତୁ ପଢିବା ଗୀତା…

। ଭାଗବତ ।♾️♾️⭕⭕♾️♾️ ଏ ମର୍ତ୍ତ୍ୟେ ମୃତ୍ୟୁ ସର୍ପ ରୂପେ। ଦଂଶିବ ବୋଲି ମହାକୋପେ।ଦେଖଇ ପ୍ରାଣୀଙ୍କି ନିରତ। କରଇ କ୍ଷଣେ କ୍ଷଣେ ଗ୍ରସ୍ତ। ଶରଣ ତୋର ପାଦେ ଯେହୁ। ସେ ମୃତ୍ୟୁ ପାଇବଟି କାହୁଁ।ବାହୁଡ଼ି ହୋଏ ସେ ନିରାଶ। ସେ ପ୍ରାଣୀ ରହେ ତୋର ପାଶ। ତୁ ଏବେ ହରି ରଖ ତୋତେ। କଂସକୁ ନ ଯାଇ ପରତେ।ମୋର ଉଦରୁ ତୋର ଜାତ। ଲୋକେ କରିବେ କାହୁଁ ସତ। ତୋ ରୂପ ନ ଜାଣନ୍ତି କେହି। କଂସକୁ […]

ଆସନ୍ତୁ ପଢିବା ଗୀତା… Read More »

ଶ୍ରୀଜଗନ୍ନାଥ ଦର୍ଶନ ବିଧି

ଶ୍ରୀଜଗନ୍ନାଥ ଦର୍ଶନ ବିଧି ପ୍ରଥମେ ସିଂହଦ୍ୱାର ଗୁମୁଟ ମଧ୍ୟରେଦକ୍ଷିଣ ଭାଗରେ ଥିବା(1)୨୨ ଭୂଜ ନୃସିଂହ ,(2)ପତିତପାବନ ଦର୍ଶନ। ବାମ ଭାଗେ ଥିବା(୩)ମହାବୀର ଗଣେଶ ଆଦି ଦର୍ଶନ।(୪)୨୨ ପାହାଚ ରେ ଥିବା ଯମ ଶିଳା ଉପରେ ଠିଆ ହୋଇ ନୀଳଚକ୍ର ଦର୍ଶନ।(୫)ବାମ ଭାଗେ ଥିବାକାଶୀ ବିଶ୍ଵନାଥ ,ଶ୍ରୀ ରାମ ଚନ୍ଦ୍ର ,ନୃସିଂହ ଆଦି ଙ୍କୁ ଦର୍ଶନ।(୬)ବାଇଶି ପାହାଚ ଅତିକ୍ରମ। କୂର୍ମ ବେଢ଼ା ପ୍ରବେଶ ପରେବାମ ଭାଗ ରୁ, ବେଢ଼ା ପରିକ୍ରମା ଆରମ୍ଭ।(୧)ସତ୍ୟ ନାରାୟଣ ଙ୍କ ଦର୍ଶନ।(୨)କଳ୍ପ ବଟ ମୂଳେ

ଶ୍ରୀଜଗନ୍ନାଥ ଦର୍ଶନ ବିଧି Read More »

ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା

ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା 🙏 🌹 ପ୍ରଥମ ପଦ ବୋହୂ ଚାଲି ନ ଜାଣଇ ଗୋପାଦ ପଡୁଥାଏ ବଙ୍କାଯେଉଁ ଦିନ ବୋହୂ ସଳଖି ଚାଲିବଘରେ ପଡ଼ିଯିବ ଡକା 👉 ଭାବାର୍ଥକବି ଏଠାରେ ପ୍ରାଣବାୟୁକୁ ଏକ ନବାଗତ ବଧୁ ସହିତ ତୁଳନା କରିଛନ୍ତି। ଏ ଶରୀର ରୂପକ ଘରର ବୋହୂ ହେଉଛି ପ୍ରାଣବାୟୁ। ଶରୀରରେ

ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା Read More »

ଭାଗବତ – ୨

ଭାଗବତ ୨ ♾️♾️⭕⭕♾️♾️ ଶୀତଳ ବହଇ ପବନ। ଦେବକୀ ପାଇଲା ଚେତନ।ଚକ୍ଷୁ ଫେଇଣ ଚାହେଁ ଧୀରେ। ଯେହ୍ନେ ଉଦୟ ଦିନକରେ। ଚାହିଁଲା ପୁତ୍ରର ବଦନ। ଚକିତେ ହୋଇ ଛନ୍ନଛନ୍ନ।ଅପୂର୍ବ କାହୁଁ ଏ ଅଇଲା। ଜଗତେ ନାହିଁ ନା ଦେଖିଲା। ଏ ତ ପୁରୁଷଙ୍କ ଉତ୍ତମ। କି ଅବା ପ୍ରଭୁ ଭଗବାନ।ପୂର୍ଣ୍ଣ ଆନନ୍ଦ ଜ୍ଞାନମୟ। ଦେଖି ପାଇଲା ଦେବୀ ଭୟ। ବିକଳେ ବେନିକର ଯୋଡ଼ି। ହା କୃଷ୍ଣ ବୋଲି ପାୟେ ପଡ଼ି।ଚଞ୍ଚଳ ମନ କରି ସ୍ଥିର। ଦେବକୀ ବୋଲଇ

ଭାଗବତ – ୨ Read More »

ଆସ ଆଜିଠାରୁ ଭାଗବତ ପଢିବା —….!

ଆସ ଆଜିଠାରୁ ଭାଗବତ ପଢିବା —….!♾️♾️♾️♾️⭕⭕♾️♾️♾️♾️ ତୁ ଏବେ ମୋର ଘରେ ନାଥ। ଅଂଶେ ହୋଇଲୁ ଦେହବନ୍ତ।ଜାଣିଲି ଯେତେକ ଅସୁର। ମାରି କରିବୁ ମହୀ ସ୍ଥିର। ତୋର ଜନମ ମୋର ଘରେ। ଶୁଣିଣ କଂସ କୋପଭରେ।ଛ ପୁତ୍ର ମାଇଲା ମୋହର। ତୁ କି ନଜାଣୁ ଚକ୍ରଧର। ପ୍ରହରୀମାନେ ଜଗିଛନ୍ତି। ଶୁଣିବେ ବୋଲି ମନେ ଭୀତି।କଂସକୁ କହିବେ ତୁରିତେ। ସେ ଆସି ମାରିବଟି ତୋତେ। ତୋତେ ହିଁ ତୁହି ରକ୍ଷା କର। ମୁଁ ଛାର ମନୁଷ୍ୟ ମାତର।ଏମନ୍ତେ ଗଡ଼ଘାଲି

ଆସ ଆଜିଠାରୁ ଭାଗବତ ପଢିବା —….! Read More »

ଆମର ପର୍ବପର୍ବାଣୀ

🕉️ଆମର ପର୍ବପର୍ବାଣୀ🕉️ *❀❣️ଠିଆକିଆ ବା ଲକ୍ଷ୍ମୀ ନା*ଦିବସ- କାର୍ତ୍ତିକ ଶୁକ୍ଳ ଏକାଦଶୀ*✤●○●○●○●○✤‼️ ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ଯ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ଯ ଅପୂର୍ବ ମନେ ହୁଏ। ଶ୍ରୀଜଗନ୍ନାଥ ଧର୍ମ ଓ ବିଭିନ୍ନ ସଂପ୍ରଦାୟର ଦେବତା ଭାବରେ ପରିଗଣିତ ହେଲେ ହେଁ ମୁଖ୍ଯତଃ ବିଷ୍ଣୁ ରୂପରେ ସେ ଆରାଧିତ। କେତେକ ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି ଯେ, ଏହି ବେଶ ବିଶିଷ୍ଟାଦ୍ବୈତ

ଆମର ପର୍ବପର୍ବାଣୀ Read More »

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା

======================= ⛵କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା⛵ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଅଛି କିନ୍ତୁ ହିନ୍ଦୁ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ମାସ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ।ଆଉ ସେହି କାର୍ତ୍ତିକ ମାସର ଆଜି ହେଉଛି ଶୁକ୍ଳପକ୍ଷର ପବିତ୍ର ପୂର୍ଣ୍ଣିମା ତିଥି।ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା।ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୩)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୩) ସଂଗେ ସଂଗେ ଯମ ରାଜାଙ୍କୁ ଦୂତମାନେ ସମ୍ବାଦ ଦେଲେ ।ଏହି ଖବର ପାଇ ଯମରାଜା ବିପ୍ର ଙ୍କ ନିକଟକୁ ଆସିଲେ । ଭକ୍ତିକରେ ଓ ଗୋବିନ୍ଦ ଙ୍କ ନାମକୁ ହୃଦୟ ମଧ୍ୟରେ ଗୁଣି ହୁଏ ଓ ବିଷ୍ଣୁ ଭଗବାନଙ୍କୁ ସ୍ମରଣ କରି ତୀର୍ଥକୁ ଗମନ କରେ ଓ କାର୍ତ୍ତିକ ମାସରେ ବିଷ୍ଣୁ ପୂଜା କରେ ମକର ,ମେଷ ଆଦି କରୁଥିବ ଓ କାର୍ତ୍ତିକ ବ୍ରତ ପାଳନ କରୁଥିବ , ତୁଳସୀ ସେବା

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୩) Read More »

ଦେବୋତ୍ଥାପନ ଏକାଦଶୀ

ଦେବୋତ୍ଥାପନ ଏକାଦଶୀ କାର୍ତ୍ତିକ ଶୁକ୍ଳ ଏକାଦଶୀ / ତୁଳସୀ ବିବାହ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଏହି ଏକାଦଶୀକୁ ଦେବଉଠନୀ, ଦେବୋତ୍ଥାନ ଏବଂ ପ୍ରବୋଧିନୀ ଏକାଦଶୀ ମଧ୍ୟ କୁହାଯାଇଥାଏ। ଦେବଉଠନୀ ଏକାଦଶୀ ବିଷୟରେ କୁହାଯାଇଥାଏ ଯେ ଭଗବାନ ବିଷ୍ଣୁ ଚାରି ମାସ ଯୋଗ ନିନ୍ଦ୍ରା ପରେ ଜାଗ୍ରତ ହୋଇଥାନ୍ତି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ

ଦେବୋତ୍ଥାପନ ଏକାଦଶୀ Read More »