🌺 ଜୀବନ ଟି ଚାଲେ ବିଦାୟ ପଥେ 🌺 ॥ ଲୋକନାଥ ମିଶ୍ର ॥ ୧. ଛାତ୍ରର ପୁସ୍ତକ ଦୀପ–ଶିଖାର କ୍ଷୀଣ ଆଲୋକ,ପାଠରେ ଲଗାଇ ଦେଇ ମନ ।ମାତା–ପିତା ହସିଲେ ଶେଷେ,ସଫଳ ହେଲା ତାହାର ଜୀବନ ॥ କିନ୍ତୁ ପୁସ୍ତକ ଧୂଳିରେ ଲାଗି,ଉଇ ଖାଇଲା , କାଗଜ–ଫିକା ।ସ୍ୱପ୍ନ–ତାରା ଦିଗନ୍ତେ ଗଲା,ପୁସ୍ତକ ହେଲା ଅପଚୟ–କାଗଜ ॥ ୨. ସେନାର ସେବା ଦେଶ–ଭୂମିକୁ ରକ୍ଷା ପାଇଁ ,ସେନା–ସାଥିରେ ଆଗେ ଆଗେ ।ବୁଟ୍ ଚିହ୍ ରହିଲା ଘରଦୁଆରେ ,ନାୟକ ଫେରିଲା … Continue reading ଜୀବନ ଟି ଚାଲେ ବିଦାୟ ପଥେ
Copy and paste this URL into your WordPress site to embed
Copy and paste this code into your site to embed