LATEST POSTS

Navaratri story
The Journey of Navaratri – A Devotee’s Story
The Journey of Navaratri – A Devotee’s Story:By Lokanath Mishra The sun rose gently on the first day of Navaratri, bathing the village temple in golden light. A devotee named Arjun walked barefoot toward the shrine, his heart filled with excitement. Navaratri had begun — nine...
Read More
Maa Bimala Durga Puja
ମା’ ବିମଳାଙ୍କ ଦୁର୍ଗା ପୂଜା
ମା’ ବିମଳାଙ୍କ ଦୁର୍ଗା ପୂଜା। ଲୋକନାଥ ମିଶ୍ର । ଜଗନ୍ନାଥ ଧାମର, ଦେଉଳ ଭିତର,ସନ୍ଧ୍ୟାରେ ଶୋଭେ ମା’ ବିମଳାଙ୍କ ମୂଖ ।ଘଣ୍ଟା ଘଣ୍ଟି, ବାଦ୍ୟ, ବାଜେ ସମେତେ,ଭକ୍ତମାନେ ନାଚନ୍ତି, ଗାଆନ୍ତି ପ୍ରେମରେ । ନବରାତ୍ରି ଶୁଭେ, ଜଳେ ଦୀପାବଳୀ,ଚମକେ ମଣ୍ଡପ, ପଡଇ ମାଛବଳୀ ।ମା’ଙ୍କୁ ଅର୍ପଣ, ପୁଷ୍ପ, ଧୂପ, ଦୀପ,ଜୟଧ୍ୱନି ମିଶି, କମ୍ପଇ ମନ୍ଦିର...
Read More
ମାଟିର ସୁଗନ୍ଧ – ୨
ମାଟିର ସୁଗନ୍ଧ – ୨
ମାଟିର ସୁଗନ୍ଧ – ୨(ସାହିତ୍ୟିକ ମୁକ୍ତକବିତା)॥ ଲୋକନାଥ ମିଶ୍ର ॥ ପ୍ରଭାତର କୁହୁଡିରେଗାଁର ପଥଉଠୁ ଥିଲା ଶାନ୍ତରେ,ପାଦେ ପାଦେମାଟିର ପାରିଜାତସୁଗନ୍ଧେ ଭିଜାଉଥିଲାଶିଶୁମନ । ସାତ କୋଶ ଦୂରରଶିକ୍ଷାଳୟ ପଥେଚାଲୁଥିଲେଦିନ କୁ ଦୁଇଥର,କାଣ୍ଟାଝାଡ଼ଜଙ୍ଗଲପଥ,ଗୋଧି , ସାପଭୟଙ୍କର ସ୍ଥିତି,ତଥାପିହୃଦୟରେ ଜଗନ୍ନାଥପ୍ରାର୍ଥନାରପଦକ୍ଷେପ ନଥିଲା...
Read More
ଲୋକନାଥ ମିଶ୍ରଙ୍କ ‘ଶେଷ ରାତିର କଥା
“ଶେଷ ରାତିର କଥା”
“ଶେଷ ରାତିର କଥା” ଲୋକନାଥ ମିଶ୍ର କଳା ରାତି, ଶୂନ୍ୟ ପଥ,ଶ୍ରୀଜଗନ୍ନାଥ ବୃଦ୍ଧାଶ୍ରମ ।ନିରବତା ଭିତରେ ଆସିଲାଏକ ସୁଗନ୍ଧିତ ପବନ । ନେଳୀ ପାଟ ସାଢୀ ଜଗମଗ,ଯୁବତୀ ମୁଖ ଶାନ୍ତ ।ତା’ର ମୁହଁରେ ଚମକୁଥିଲାଦୟା, କରୁଣା, କ୍ଲାନ୍ତ । ବୃଦ୍ଧା ପଡ଼ିଥିଲେ ଶଯ୍ୟାରେ,ଶ୍ୱାସ ନିର୍ଜୀବ ପ୍ରାୟ ।ନର୍ସ କହିଲେ — “ମା, ଉଠ,ତୁମର ଝିଅ ଆସିଗଲା”...
Read More
1 117 118 119 120 121 251