LATEST POSTS

for wp (2)
ବାଲିଯାତ୍ରା
ବାଲିଯାତ୍ରା ସାରଦା ପ୍ରସାଦ ମିଶ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ହେଲା ଆସିମହାନଦୀ କୂଳେ ହୋଇଲା ଭିଡସାରା ଭାରତରୁ ନାନା ବ୍ୟବସାୟୀଆସି ଉଭ।କଲେ ଦୋକାନ ମାଳ ।ବାଲିଯାତ୍ରା ବୋଲି ପଡ଼ିଗଲା ହୁରିବାଳକଠୁ ବୃଦ୍ଧ ହୋଇଲେ ଖୁସିନାନା ପ୍ରକାରର ଖାଦ୍ୟ ମାନ ଖାଇକେତେ କେତେ ଚିଜ କିଣିବେ ଆସି ।କାହିଁକି ହୁଅଇ ଏ ବାଲି ଯାତରାକାର୍ତ୍ତିକ ମାସ...
Read More
Kartika Mahatmya
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯) ରାଜା ପୃଥୁ ଦେବର୍ଷି ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି ! ରାଜା ଚୋଳ ଓ ବିଷ୍ଣୁ ଦାଶ ବ୍ରାହ୍ମଣ ନିଜର ଧର୍ମ ବଳରେ ବୈକୁଣ୍ଠ ପୁରକୁ ଗମନ କଲେ ?ଆଉ କିଏ କିଏ କାର୍ତ୍ତିକ ଉଦ୍ୟାପନ କରି ବୈକୁଣ୍ଠ ପ୍ରାପ୍ତି ହୋଇଥିଲେକି ?ଯଦି ପ୍ରାପ୍ତି ହୋଇଥିଲେ ତାହାଲେ ସେମାନେ କିଏ ?ମୋତେ କୁହନ୍ତୁ ମୁନିବର...
Read More
kartikmahatyam
କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 18 )
କାର୍ତ୍ତିକ_ମାହାତ୍ମ୍ୟ (ଅଧ୍ୟାୟ- 18 ) ରାଜା ପୃଥୁ ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ହେ ମୁନି !ରାଜା ଚୋଳ ଙ୍କ ସହିତ ବିଷ୍ଣୁ ଦାଶ ଗୟା ତୀର୍ଥ କୁ ଯାଇ ୠଷି ମୁଦୁଗୁଲ ଙ୍କ ପାଖରେ ପହଁଞ୍ଚିଲେ ।ୠଷି ମୁଦୁଗୁଲ ଚୋଳ ରାଜାଙ୍କ ପ୍ରଶ୍ନ ର କି ଉତ୍ତର ରଖିଲେ ତାହା ମୋତେ ବିସ୍ତାର କରି କୁହନ୍ତୁ ।ଦେବର୍ଷି ନାରଦ କହିଲେ ହେ ରାଜନ !ମୁଁ...
Read More
kartika-mahatmya
କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 17 )
କାର୍ତ୍ତିକ_ମାହାତ୍ମ୍ୟ (ଅଧ୍ୟାୟ- 17 ) ରାଜା ପୃଥୁ ଦେବର୍ଷି ନାରଦଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି !ବିଷ୍ଣୁଗଣ ଯାହା ଶୁଣିଥିଲେ ତାହା ଧର୍ମଦତ୍ତ ବ୍ରାହ୍ମଣ କୁ କହିଲେ ? ପ୍ରକୃତରେ ଧର୍ମଦତ୍ତ ଓ ତାହାର ତିନି ପତ୍ନୀ ବୈକୁଣ୍ଠ କୁ ଗଲେ ନା ,ନାହିଁ ? ହେ ମୁନି କେବଳ ଧର୍ମଦତ୍ତ ବ୍ରାହ୍ମଣ କାର୍ତ୍ତିକ ବ୍ରତ କରି ସୁଫଳ ପାଇ ଥିଲେ...
Read More
1 49 50 51 52 53 205