LATEST POSTS
October 30, 2025
🕉️ କାର୍ତ୍ତିକ ମାହାତ୍ମ୍ୟ🕉️🙏🙏🚩🚩🕉️🚩🚩🙏🙏ଦଶମ ଅଧ୍ୟାୟ💐🌸💮🏵️🌺🏵️💮🌸💐🚩⚜️🐚🕉⚜️🐚🚩ସ ମାଂ ସଂପୂଜ୍ୟ ବିଧିବଦ୍ଧେଶ୍ଚ ଅତି ଭକ୍ତିତଃସଂ ପହସ୍ୟ ତଦା ବାକ୍ୟ ଯଦାଦ ନୃପସତ୍ତମଃ।
ନାରଦ ମୁନି ଅନୁରାଗେ । କହନ୍ତି ପୃଥୁ ରାଜା ଆଗେ ।।ଶୁଣ ରାଜନ ଗ୍ରନ୍ଥସାର । ବିଷ୍ଣୁଙ୍କୁ ପାଇ ଜଳନ୍ଧର ।।ଲକ୍ଷ୍ମୀ ସହିତେ ତାର ପୁରେ। ରହିଲେ ବାନ୍ଧବ ଭାବରେ।।ତେଣୁ...
Read More
October 30, 2025
ହେମନ୍ତସାରଦା ପ୍ରସାଦ ମିଶ୍ର
ମୌସୁମୀ ସୁନ୍ଦରୀ ଯାଏ ଅପସରିହୈମନ୍ତିକ ବାଆ ବହେକେଦାରେ କେଦାରେ ଗର୍ଭବତୀ ଧାନସବୁଜିମା ମନ ମୋହେ।ଉର୍ମି ମତୁଆଲା ସମୀର ପରଶେକରେ ଆନନ୍ଦେ ନର୍ତ୍ତନସନ୍ ସନ୍ ସ୍ୱରେ ସ୍ୱାଗତିକା ଗାଏତଟ ଦେଶ ଝାଉଁ ବଣ ।ଗଗନ ଅଙ୍ଗନ ଅତି ପରିଚ୍ଛନ୍ନନିଳୀମା ପ୍ରକାଶେ ହସିଦିବାକର ଅଂଶୁ ପୁଲକ ଜଗାଏରଜନୀରେ ହସେ ଶଶି ।ଜମ୍ବୁକ...
Read More
October 30, 2025
8th Pay Commission: A Step Toward Economic Balance and Pensioner WelfareBy Lokanath Mishra, The Chief Adviser, The All India Pensioners Association of CBIC:
In a significant development, the Union Cabinet chaired by Prime Minister Narendra Modi has approved the Terms of Reference...
Read More
October 30, 2025
କାର୍ତ୍ତିକ ମାହାତ୍ମ୍ୟ (ନବମ ଅଧ୍ୟାୟ)
ନବମ ଅଧ୍ୟାୟ
#ନାରଦ_ଉବାଚ
ପ୍ରବିଷ୍ଟେ ନଗରୀଂ ଦୈତ୍ୟେ ଦେବାଃ ଶକ୍ରପୁରୋଗମାଃ।ସୁବର୍ଣ୍ଣାଦ୍ରି ଗୁହାଂ ପ୍ରାପ୍ୟନ୍ୟବିଶନ୍ ଦୈତ୍ୟତାପିତାଃ ।।
କହନ୍ତି ପଦ୍ମଯୋନି ସୁତ ।ପଦ୍ମ ପୁରାଣେ ଯେ ଉକତ।।ଉତ୍ତର ଖଣ୍ଡେ ଗ୍ରନ୍ଥସାର।ଶୁଣ ହେ ପୃଥୁ ନୃପବର।।ଦେବେ ଯେ ସ୍ଵର୍ଗ ଛାଡ଼ିଗଲେ...
Read More
No posts found
