ସକାଳର ଭକ୍ତି ଅର୍ଘ୍ୟ
❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଯେ ଦେବୀ ଜଗତ ସଂହାରେ। କାହାର ବଳ ତାକୁ ମାରେ।କଂସର ହସ୍ତରୁ ଉଛୁଳି। ଆକାଶେ ଯେସନେ ବିଜୁଳି। ତେଜେ ଦଶଦିଗ ବିରାଜେ। ବେନିଚରଣ ଅଷ୍ଟଭୁଜେ।କେ କହୁ ଦେବୀ ଆଭରଣ। ଅଙ୍ଗଦ ନୂପୁର କଙ୍କଣ। ଗନ୍ଧ ଚନ୍ଦନ ପୁଷ୍ପମାଳୀ। ତେତେଶକୋଟି ଦେବେ ମିଳି।ସ୍ତୁତି କରନ୍ତି ସୁରମୁନି। କଂସକୁ କହନ୍ତି ଭବାନୀ। ରେ କଂସ ଶୁଣ ମୋ ଉତ୍ତର। ତୋର ବଇରୀ ଚକ୍ରଧର।ସେ ତୋତେ କରିବେ ସଂହାର। ଆବର ଯେତେକ ଅସୁର। ତୋହର ପାଇଁ […]
ସକାଳର ଭକ୍ତି ଅର୍ଘ୍ୟ Read More »










