General

। ଭାଗବତ ।

। ଭାଗବତ ।♾️♾️⭕⭕♾️♾️ ଶୁଣି ବୋଲନ୍ତି ନାରାୟଣ। ଭୋ ମାତ ଶୁଣ ମୋ ବଚନ।ବ୍ରହ୍ମା ଯେ ସୃଷ୍ଟି ଭିଆଇଲା। ତୁମ୍ଭ ଦୁହିଁଙ୍କି ଜାତ କଲା। ପୃଶ୍ନି ସୁତପା ନାମ ବହି। ଜନ୍ମ ହୋଇଲ ତୁମ୍ଭେ ଦୁଇ।ତାର ଆଦେଶ ଘେନି ଶିରେ। ମିଳିଲ ଗହନ ବନରେ। ଅନେକ ଦୁଃଖେ ତପ କରି। ଜଳ ପବନ ପତ୍ର ଚରି।ବରଷା ଗ୍ରୀଷ୍ମ ଶୀତ ହିମେ। ଶ୍ଵାସ ନିରୋଧି ମହାଶ୍ରମେ। ଶତେବରଷ ଦେବମତେ। ତପ ସାଧିଲ ଦୃଢ଼ ଚିତ୍ତେ।ନିରତେ କଲ ମୋତେ ଧ୍ୟାନ। […]

। ଭାଗବତ । Read More »

ଶ୍ରୀରାମ ଚରିତ ମାନସ

. ꧁❣️ଶ୍ରୀରାମ ଚରିତ ମାନସ❣️꧂ . ॥ ଅଯୋଧ୍ୟା କାଣ୍ଡ ॥. 🌹 ॐ 🌹 ଏକ ଦେଖି ବଟ ଛାଁହ ଭଲି ଇସି ମୃଦୁଲ ତୃନ ପାତ । କହହିଂ ଗବାଁଇଅ ଛିନୁକୁ ଶ୍ରମୁ ଗବନବ ଅବହିଂକି ପ୍ରାତ ॥ ଭାବାର୍ଥ :- କେହି କେହି ବଟ ବୃକ୍ଷ ଛାୟା ଦେଖି ନରମ ଘାସ ଆଉ ପତ୍ର ବିଛାଇ କହୁଥିଲେ ଏଠାରେ ଅଳ୍ପ ସମୟ ହେଉ ମଧ୍ୟ ବିଶ୍ରାମ କରି କ୍ଳାନ୍ତି ଦୂର କରିନିଅନ୍ତୁ ।

ଶ୍ରୀରାମ ଚରିତ ମାନସ Read More »

gc5f39528235b05f4f7d76e59a6537a5317d323b0e969997cd91c84a94e75ae61ad3d24288ced3781f69f18f50d63c6490ec3ef98d61366bfc3a6b8daf06e7f4b_1280-1385933.jpg

ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ

.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ !! ଭାଗ – ୧୪୪ !! ଡା.କୃପାସିନ୍ଧୁ ମିଶ୍ର✤●○●○●○✤‼️✤○●○●○●✤ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍✤●○●○●○✤♾️✤○●○●○●✤ ══━━━━✥◈❤️◈✥━━━━══ ପ୍ରସ୍ରବଣ ପର୍ବତର ପାଦ ଦେଶରେ ଅତି ବିସ୍ତୃତ ଗୁମ୍ଫାଟିଏ ଥିଲା Ι ସତେ ଯେପରି ବ୍ରହ୍ମା ତାହା ପ୍ରଭୁଙ୍କର ବର୍ଷା ନିବାସ ହେବ ବୋଲି କଳ୍ପନା କରି ନିର୍ମାଣ କରିଥିଲେ Ι ହନୁମାନ ଅନ୍ୟ କିଛି ବାନରଙ୍କୁ ନେଇ ସେହି ଗିରିଗୁହାକୁ ବାସୋପଯୋଗୀ କରିଦେଲେ Ι ସେହି

ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ Read More »

ଆସନ୍ତୁ ପଢିବା ଗୀତା…

। ଭାଗବତ ।♾️♾️⭕⭕♾️♾️ ଏ ମର୍ତ୍ତ୍ୟେ ମୃତ୍ୟୁ ସର୍ପ ରୂପେ। ଦଂଶିବ ବୋଲି ମହାକୋପେ।ଦେଖଇ ପ୍ରାଣୀଙ୍କି ନିରତ। କରଇ କ୍ଷଣେ କ୍ଷଣେ ଗ୍ରସ୍ତ। ଶରଣ ତୋର ପାଦେ ଯେହୁ। ସେ ମୃତ୍ୟୁ ପାଇବଟି କାହୁଁ।ବାହୁଡ଼ି ହୋଏ ସେ ନିରାଶ। ସେ ପ୍ରାଣୀ ରହେ ତୋର ପାଶ। ତୁ ଏବେ ହରି ରଖ ତୋତେ। କଂସକୁ ନ ଯାଇ ପରତେ।ମୋର ଉଦରୁ ତୋର ଜାତ। ଲୋକେ କରିବେ କାହୁଁ ସତ। ତୋ ରୂପ ନ ଜାଣନ୍ତି କେହି। କଂସକୁ

ଆସନ୍ତୁ ପଢିବା ଗୀତା… Read More »

ଶ୍ରୀଜଗନ୍ନାଥ ଦର୍ଶନ ବିଧି

ଶ୍ରୀଜଗନ୍ନାଥ ଦର୍ଶନ ବିଧି ପ୍ରଥମେ ସିଂହଦ୍ୱାର ଗୁମୁଟ ମଧ୍ୟରେଦକ୍ଷିଣ ଭାଗରେ ଥିବା(1)୨୨ ଭୂଜ ନୃସିଂହ ,(2)ପତିତପାବନ ଦର୍ଶନ। ବାମ ଭାଗେ ଥିବା(୩)ମହାବୀର ଗଣେଶ ଆଦି ଦର୍ଶନ।(୪)୨୨ ପାହାଚ ରେ ଥିବା ଯମ ଶିଳା ଉପରେ ଠିଆ ହୋଇ ନୀଳଚକ୍ର ଦର୍ଶନ।(୫)ବାମ ଭାଗେ ଥିବାକାଶୀ ବିଶ୍ଵନାଥ ,ଶ୍ରୀ ରାମ ଚନ୍ଦ୍ର ,ନୃସିଂହ ଆଦି ଙ୍କୁ ଦର୍ଶନ।(୬)ବାଇଶି ପାହାଚ ଅତିକ୍ରମ। କୂର୍ମ ବେଢ଼ା ପ୍ରବେଶ ପରେବାମ ଭାଗ ରୁ, ବେଢ଼ା ପରିକ୍ରମା ଆରମ୍ଭ।(୧)ସତ୍ୟ ନାରାୟଣ ଙ୍କ ଦର୍ଶନ।(୨)କଳ୍ପ ବଟ ମୂଳେ

ଶ୍ରୀଜଗନ୍ନାଥ ଦର୍ଶନ ବିଧି Read More »

ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା

ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା 🙏 🌹 ପ୍ରଥମ ପଦ ବୋହୂ ଚାଲି ନ ଜାଣଇ ଗୋପାଦ ପଡୁଥାଏ ବଙ୍କାଯେଉଁ ଦିନ ବୋହୂ ସଳଖି ଚାଲିବଘରେ ପଡ଼ିଯିବ ଡକା 👉 ଭାବାର୍ଥକବି ଏଠାରେ ପ୍ରାଣବାୟୁକୁ ଏକ ନବାଗତ ବଧୁ ସହିତ ତୁଳନା କରିଛନ୍ତି। ଏ ଶରୀର ରୂପକ ଘରର ବୋହୂ ହେଉଛି ପ୍ରାଣବାୟୁ। ଶରୀରରେ

ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା Read More »

ଭାଗବତ – ୨

ଭାଗବତ ୨ ♾️♾️⭕⭕♾️♾️ ଶୀତଳ ବହଇ ପବନ। ଦେବକୀ ପାଇଲା ଚେତନ।ଚକ୍ଷୁ ଫେଇଣ ଚାହେଁ ଧୀରେ। ଯେହ୍ନେ ଉଦୟ ଦିନକରେ। ଚାହିଁଲା ପୁତ୍ରର ବଦନ। ଚକିତେ ହୋଇ ଛନ୍ନଛନ୍ନ।ଅପୂର୍ବ କାହୁଁ ଏ ଅଇଲା। ଜଗତେ ନାହିଁ ନା ଦେଖିଲା। ଏ ତ ପୁରୁଷଙ୍କ ଉତ୍ତମ। କି ଅବା ପ୍ରଭୁ ଭଗବାନ।ପୂର୍ଣ୍ଣ ଆନନ୍ଦ ଜ୍ଞାନମୟ। ଦେଖି ପାଇଲା ଦେବୀ ଭୟ। ବିକଳେ ବେନିକର ଯୋଡ଼ି। ହା କୃଷ୍ଣ ବୋଲି ପାୟେ ପଡ଼ି।ଚଞ୍ଚଳ ମନ କରି ସ୍ଥିର। ଦେବକୀ ବୋଲଇ

ଭାଗବତ – ୨ Read More »

ଆସ ଆଜିଠାରୁ ଭାଗବତ ପଢିବା —….!

ଆସ ଆଜିଠାରୁ ଭାଗବତ ପଢିବା —….!♾️♾️♾️♾️⭕⭕♾️♾️♾️♾️ ତୁ ଏବେ ମୋର ଘରେ ନାଥ। ଅଂଶେ ହୋଇଲୁ ଦେହବନ୍ତ।ଜାଣିଲି ଯେତେକ ଅସୁର। ମାରି କରିବୁ ମହୀ ସ୍ଥିର। ତୋର ଜନମ ମୋର ଘରେ। ଶୁଣିଣ କଂସ କୋପଭରେ।ଛ ପୁତ୍ର ମାଇଲା ମୋହର। ତୁ କି ନଜାଣୁ ଚକ୍ରଧର। ପ୍ରହରୀମାନେ ଜଗିଛନ୍ତି। ଶୁଣିବେ ବୋଲି ମନେ ଭୀତି।କଂସକୁ କହିବେ ତୁରିତେ। ସେ ଆସି ମାରିବଟି ତୋତେ। ତୋତେ ହିଁ ତୁହି ରକ୍ଷା କର। ମୁଁ ଛାର ମନୁଷ୍ୟ ମାତର।ଏମନ୍ତେ ଗଡ଼ଘାଲି

ଆସ ଆଜିଠାରୁ ଭାଗବତ ପଢିବା —….! Read More »

ଆମର ପର୍ବପର୍ବାଣୀ

🕉️ଆମର ପର୍ବପର୍ବାଣୀ🕉️ *❀❣️ଠିଆକିଆ ବା ଲକ୍ଷ୍ମୀ ନା*ଦିବସ- କାର୍ତ୍ତିକ ଶୁକ୍ଳ ଏକାଦଶୀ*✤●○●○●○●○✤‼️ ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ଯ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ଯ ଅପୂର୍ବ ମନେ ହୁଏ। ଶ୍ରୀଜଗନ୍ନାଥ ଧର୍ମ ଓ ବିଭିନ୍ନ ସଂପ୍ରଦାୟର ଦେବତା ଭାବରେ ପରିଗଣିତ ହେଲେ ହେଁ ମୁଖ୍ଯତଃ ବିଷ୍ଣୁ ରୂପରେ ସେ ଆରାଧିତ। କେତେକ ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି ଯେ, ଏହି ବେଶ ବିଶିଷ୍ଟାଦ୍ବୈତ

ଆମର ପର୍ବପର୍ବାଣୀ Read More »