General

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା

======================= ⛵କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା⛵ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଅଛି କିନ୍ତୁ ହିନ୍ଦୁ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ମାସ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ।ଆଉ ସେହି କାର୍ତ୍ତିକ ମାସର ଆଜି ହେଉଛି ଶୁକ୍ଳପକ୍ଷର ପବିତ୍ର ପୂର୍ଣ୍ଣିମା ତିଥି।ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା।ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ […]

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୩)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୩) ସଂଗେ ସଂଗେ ଯମ ରାଜାଙ୍କୁ ଦୂତମାନେ ସମ୍ବାଦ ଦେଲେ ।ଏହି ଖବର ପାଇ ଯମରାଜା ବିପ୍ର ଙ୍କ ନିକଟକୁ ଆସିଲେ । ଭକ୍ତିକରେ ଓ ଗୋବିନ୍ଦ ଙ୍କ ନାମକୁ ହୃଦୟ ମଧ୍ୟରେ ଗୁଣି ହୁଏ ଓ ବିଷ୍ଣୁ ଭଗବାନଙ୍କୁ ସ୍ମରଣ କରି ତୀର୍ଥକୁ ଗମନ କରେ ଓ କାର୍ତ୍ତିକ ମାସରେ ବିଷ୍ଣୁ ପୂଜା କରେ ମକର ,ମେଷ ଆଦି କରୁଥିବ ଓ କାର୍ତ୍ତିକ ବ୍ରତ ପାଳନ କରୁଥିବ , ତୁଳସୀ ସେବା

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୩) Read More »

ଦେବୋତ୍ଥାପନ ଏକାଦଶୀ

ଦେବୋତ୍ଥାପନ ଏକାଦଶୀ କାର୍ତ୍ତିକ ଶୁକ୍ଳ ଏକାଦଶୀ / ତୁଳସୀ ବିବାହ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଏହି ଏକାଦଶୀକୁ ଦେବଉଠନୀ, ଦେବୋତ୍ଥାନ ଏବଂ ପ୍ରବୋଧିନୀ ଏକାଦଶୀ ମଧ୍ୟ କୁହାଯାଇଥାଏ। ଦେବଉଠନୀ ଏକାଦଶୀ ବିଷୟରେ କୁହାଯାଇଥାଏ ଯେ ଭଗବାନ ବିଷ୍ଣୁ ଚାରି ମାସ ଯୋଗ ନିନ୍ଦ୍ରା ପରେ ଜାଗ୍ରତ ହୋଇଥାନ୍ତି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ

ଦେବୋତ୍ଥାପନ ଏକାଦଶୀ Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦) ନାରଦ କହିଲେ ………..!! ଏକା ଅଙ୍ଗରେ ଯଜ୍ଞ ସଂକଳ୍ପ ହୁଏ ନାହିଁ ?ଏଣୁ କ୍ଷୀରା ଙ୍କ ମାତା ଅର୍ଥାତ ଆପଣଂକ ଜ୍ୟେଷ୍ଠ ପତ୍ନୀ ସୁରା ଙ୍କୁ ଡାକି ତୁମେ ଦୁଇଜଣ ଯଜ୍ଞ ସଂକଳ୍ପ କର । ଭୃଗୁମୁନି ନାରାୟଣ ଙ୍କ କଥା ଶୁଣି ଚିନ୍ତାକଲେ ଓ ସମସ୍ତ ଦେବତାଙ୍କ ଉଦ୍ଦେଶ୍ୟ ରେ କହିଲେ ହେ ସଭାଜନ ଏହାର ଶୁଣି ରଖ ବ୍ରହ୍ମା ଙ୍କର ତିନି ପତ୍ନୀ ,ସୁରା , ସାବିତ୍ରୀ ,

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦) Read More »

ନାଗ ଚତୁର୍ଥୀ

🚩🚩🚩 ନାଗ ଚତୁର୍ଥୀ 🚩🚩🚩 କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ନାରୀମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା ଦ୍ୱାରା ସର୍ପ ଦଂଶନର ଭୟ ରହେ ନାହିଁ ବୋଲି ଲୋକବିଶ୍ୱାସ ରହିଛି । ପୂଜାର ମୁଖ୍ୟବିଧି ହେଲା ହୁଙ୍କାପୂଜା। ନାରୀମାନେ ଏକତ୍ରିତ ହୋଇ ହୁଙ୍କାଥିବା ସ୍ଥାନରେ କିମ୍ବା ହୁଙ୍କାର କିଛି ଅଂଶକୁଆଣି ଚଉଁରାମୂଳେ ରଖି,

ନାଗ ଚତୁର୍ଥୀ Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩) ମାୟା ପାର୍ବତୀଙ୍କ କାନ୍ଦ ଦେଖି ଶିଵଗଣ ତଟସ୍ଥ ହୋଇଗଲେ । ଜଣ ଜଣ କରି କେହି ଅସ୍ତ୍ର ଧରି ପାରିଲେ ନାହିଁ ଭଗବାନ ଶିବ ସତୀ ଙ୍କ ଅପମାନ ଦେଖି ବହୁତ ମନ ଦୁଃଖ କଲେ । ନିଜକୁ ଧିକ୍କାର କଲେ ଶିବ । ତ୍ରିପୁରାରୀଙ୍କ ମୁହଁ ତଳକୁ ହୋଇଗଲା । ଧରଣୀକୁ ଚାହିଁ କହିଲେ ଶଙ୍କର ଭଗବାନ ମୋ ଭାଗ୍ୟରେ ବିଧାତା କଣ ଏୟା ଲେଖିଥିଲା କାହିଁକି ମୁଁ ଏ

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩) Read More »

ଅଁଳା ନବମୀ

ଅଁଳା ନବମୀ ସାକ୍ଷୀଗୋପାଳ ମନ୍ଦିର ରେ କେବେଠାରୁ ଶ୍ରୀରାଧାଙ୍କ ପାଦ ଦର୍ଶନ ଅଁଳା ନବମୀ ଉତ୍ସବ ଆରମ୍ଭ ହେଇଥିଲା ତାହାର ସଠିକ୍ ନିର୍ଣ୍ଣୟ କଷ୍ଟକର। ବୋଧହୁଏ ଶ୍ରୀରାଧାଙ୍କ ବିଗ୍ରହ ପ୍ରତିଷ୍ଠା ତିଥି କୁ ଅଁଳା ନବମୀରେ ପାଳନ କରାଯାଏ। ସାକ୍ଷୀଗୋପାଳ ମନ୍ଦିର ରେ ଗହମ ପ୍ରସ୍ତୁତ ଭୋଗ ଗୋପାଳଜୀଙ୍କୁ ଭୋଗ ଲଗାଯାଏ। ମାତ୍ର ଅଁଳା ନବମୀ ଦିନ ନିକଟବର୍ତ୍ତୀ ଗ୍ରାମ ମାନଙ୍କରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଚୁଡାଘଷା ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତି।କାର୍ତ୍ତିକ ଶୁକ୍ଳ ପକ୍ଷ ଅଁଳା

ଅଁଳା ନବମୀ Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୦)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୦) ଐଶାନ ମାର୍ଗ ଦେଇ ଜଳନ୍ଧରର ସୈନ୍ୟ ସାମନ୍ତ ମାନେ ମାଡି ଚାଲିଲେ ।ରତ୍ନମୟ ରଥ ସହିତ ସମସ୍ତ ଙ୍କ ହାତରେ ଧନୁ ଓ ଖଡ୍ଗ ଥାଏ । ସୈନ୍ୟ ମାନେ ବନ ପାହାଡ଼ କିଛି ନମାନି ଆଗେଇ ଯାଉଥାଆନ୍ତି ନିଶାଚର ମାନେ ଏପରି ଗତି ରେ ଯାଉଥାଆନ୍ତି ଯେ ସତେ ଯେପରି ଆକାଶରେ ମେଘ ଗର୍ଜନ କଲା ପରି ପ୍ରତୀୟମାନ ହେଉଥାଏ ।ସତେ ଯେପରି ମେଦିନୀ କୁ ପ୍ରଳୟ କରିଦେବେ ?

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୦) Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୯)

କାର୍ତ୍ତିକ ମାହାତ୍ମ୍ୟ କାର୍ତ୍ତିକ ମାହାତ୍ମ୍ୟ (ଭାଗ -୯) ତାହା ତୋ ପୁରେ ନଦେଖିଲିଯେଉଁ ଯୁବତୀ ଶିବପୁର ।ସେତ ଅପୂର୍ବ ତୋ ପୁରେ । ରତ୍ନ ,କାଞ୍ଚନ ,ଗଜ ,ଲୋକବଳ ,ତୁରଙ୍ଗ ସବୁ ତୁମ ପାଖରେ ଥାଇ ମଧ୍ୟ ସୁନ୍ଦରୀ ସ୍ତ୍ରୀ ତୁମ ପାଖରେ ନାହିଁ କେଶ ବିନା ଯେପରି ଗଭା ଶୋଭା ପାଇନାହିଁ ସେହିପରି ସୁନ୍ଦରୀ ସ୍ତ୍ରୀ ନଥିବାରୁ ତୁମ ପୁର ଶୋଭା ପାଉନାହିଁ ! ସବୁ ସୁନ୍ଦର ଥିଲେ କଣ ହେବ ସୁନ୍ଦରୀ ଯୁବତୀ ବିନା

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୯) Read More »