॥ ଭାଗବତ ॥
॥ ଭାଗବତ ॥ ♾️⭕⭕♾️ ପ୍ରଥମେ ହୋଇଲି ମୁଁ ଜାତ। ନାମ ମୋ ପୃଶ୍ନିଗର୍ଭ ଖ୍ୟାତ।ଦ୍ଵିତୀୟେ କଶ୍ୟପ ଅଦିତି। ରୂପରେ ତୁମ୍ଭ ଉତପତ୍ତି। ମୁଁ ପୁଣି ତୁମ୍ଭ ଗର୍ଭେ ଜାତ। ଉପେନ୍ଦ୍ର ବାମନ ବିଖ୍ୟାତ।ମୋହର ନାମ ଭାବଗ୍ରାହୀ। ଜନ୍ମିଲି ପୁଣି ଦେହ ବହି। ପୁତ୍ର ଲାଳସେ ପାଳି ମୋତେ। ପଶିବ ମୋର ଦେହେ ଅନ୍ତେ।ଦେବଙ୍କ ବଚନେ ମୁଁ ଜାତ। ଅସୁର କରିବି ନିପାତ। ଆଉ କହିତେ ନାହିଁ ବେଳ। ମୋତେ ଘେନିଣ ବେଗେ ଚଳ।ନନ୍ଦର ଘରେ ମୋତେ […]









