ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ
ଆଧ୍ୟାତ୍ମିକ କ୍ଷୁଦ୍ର–ଗଳ୍ପ >>>>>ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ (ଲେଖକ ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା) ଧର୍ମ ନାହିଁ…. ଧର୍ମ ନାହିଁ…. ଧର୍ମ ନାହିଁ…. କହି ମା’ ଗାନ୍ଧାରୀ ଏମିତି ଚିତ୍କାର କରି ଉଠିଲେ ଯେ, ସତେ ଯେପରି ଆମର୍ତ୍ତ-ବୈକୁଣ୍ଠ ଦୋହଲି ଗଲାଭଳି ଅନୁଭୂତ ହେଲା । ଧୃତରାଷ୍ଟ୍ର ଆଗରୁ କେବେ ଗାନ୍ଧାରୀଙ୍କର ଏମିତି ଅଧୈର୍ଯ୍ଯ-ଯନ୍ତ୍ରଣା ଅନୁଭବ କରି ନ ଥିଲେ । ଆଜି ଭୀମ ହାତରେ ଜ୍ଯେଷ୍ଠପୁତ୍ର କୁରୁତିଳକ ମାନୀ ଦୁର୍ଯ୍ୟୋଧନଙ୍କ ମୃତ୍ଯୁ ସମ୍ବାଦ ଶୁଣି ମାତା ଗାନ୍ଧାରୀଙ୍କର ବ୍ଯଥା-ବେଦନା […]
ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ Read More »










