ଶ୍ରୀଜଗନ୍ନାଥ ଦର୍ଶନ ବିଧି
ଶ୍ରୀଜଗନ୍ନାଥ ଦର୍ଶନ ବିଧି ପ୍ରଥମେ ସିଂହଦ୍ୱାର ଗୁମୁଟ ମଧ୍ୟରେଦକ୍ଷିଣ ଭାଗରେ ଥିବା(1)୨୨ ଭୂଜ ନୃସିଂହ ,(2)ପତିତପାବନ ଦର୍ଶନ। ବାମ ଭାଗେ ଥିବା(୩)ମହାବୀର ଗଣେଶ ଆଦି ଦର୍ଶନ।(୪)୨୨ ପାହାଚ ରେ ଥିବା ଯମ ଶିଳା ଉପରେ ଠିଆ ହୋଇ ନୀଳଚକ୍ର ଦର୍ଶନ।(୫)ବାମ ଭାଗେ ଥିବାକାଶୀ ବିଶ୍ଵନାଥ ,ଶ୍ରୀ ରାମ ଚନ୍ଦ୍ର ,ନୃସିଂହ ଆଦି ଙ୍କୁ ଦର୍ଶନ।(୬)ବାଇଶି ପାହାଚ ଅତିକ୍ରମ। କୂର୍ମ ବେଢ଼ା ପ୍ରବେଶ ପରେବାମ ଭାଗ ରୁ, ବେଢ଼ା ପରିକ୍ରମା ଆରମ୍ଭ।(୧)ସତ୍ୟ ନାରାୟଣ ଙ୍କ ଦର୍ଶନ।(୨)କଳ୍ପ ବଟ ମୂଳେ […]
ଶ୍ରୀଜଗନ୍ନାଥ ଦର୍ଶନ ବିଧି Read More »









