Jaganath

rath

Ratha Yatra of Puri

Ratha Yatra of Puri: The Grand Chariot Festival of Lord Jagannath—A Celebration of Mahā Viṣṇu, Faith, Equality, Culture, and Universal Brotherhood By Lokanath Mishra. Abstract The Ratha Yatra (Chariot Festival) of Puri, Odisha, is among the oldest continuously celebrated religious festivals in the world. More than a magnificent public procession, it is a profound spiritual […]

Ratha Yatra of Puri Read More »

Sri Chaitanya Mahaprabhu

Sri Chaitanya Mahaprabhu at Kasi Jagannathpu

Title: SriChaitanya Mahaprabhu at Kasi Jagannathpur: Documented History and Enduring Oral Tradition For Journal of Vaiṣṇava Studies ( by Lokanath Mishra) AbstractThis article examines the documented history of Sri Chaitanya Mahaprabhu’s movements in the Puri region between 1510 and 1534 CE and situates within that framework a locally preserved tradition from Kasi Jagannathpur. Drawing on

Sri Chaitanya Mahaprabhu at Kasi Jagannathpu Read More »

basirath kujanga

ବାସି ରଥ

ବାସି ରଥସାରଦା ପ୍ରସାଦ ମିଶ୍ର ଉତ୍କଳ ଜାହ୍ନବୀ ମହାନଦୀ ଶାଖାଭଣ୍ଡୁଆ ଓ ବଡ ନଦୀଏ ଦୁଇ ତଟିନୀ ମଧ୍ୟେ ଥିବା କ୍ଷେତ୍ରକୁଜଙ୍ଗ ନାମେ ପ୍ରସିଦ୍ଧି ।ମହୋଦଧି ସନ୍ନିକଟ ଏହି ଭୂମି‘ଅଶ୍ଵତ୍ଥ କ୍ଷେତ୍ର ‘ ର ନାମେପ୍ରସାରିତ ଲଭେ ଜନ ମୁଖେ ଆଜିଇତିହାସ ତାହା ଜାଣେ ।ବଙ୍ଗଳ। ନବାବ ସୁଲେମାନ କର।ଣୀତାଙ୍କ ଥାଟ ସେନାପତିକଳା ପାହାଡ଼ ନାମଧାରୀ ନିଷ୍ଠୁରହିନ୍ଦୁ ବିଦ୍ଵେଷୀ ବ୍ୟକ୍ତି ।ଆକ୍ରମଣ କରି ପୁରୀ ଶ୍ରୀମନ୍ଦିରୁବିଗ୍ରହ ମାନଙ୍କୁ ଧରିହସ୍ତୀ ପରେ ରଖି ସୈନ୍ୟ ସେନା ସହଉତ୍କଳ ହୋଇଲା

ବାସି ରଥ Read More »

Hindu Ritual Practices

Re-examining Certain Hindu Ritual Practices

Re-examining Certain Hindu Ritual Practices in the Light of Scripture and Modern Science By Lokanath Mishra Abstract Hinduism has always been regarded as a dynamic civilization rather than a rigid religious system. Throughout history, Hindu sages reinterpreted social customs according to time (yuga), place (deśa), and circumstances (kāla). Many practices that became part of popular

Re-examining Certain Hindu Ritual Practices Read More »

SnanaPurnima

ସ୍ନାନ ପୂର୍ଣ୍ଣିମା – ଶ୍ରୀଜଗନ୍ନାଥଙ୍କ ଦିବ୍ୟ ସ୍ନାନଯାତ୍ରା

ସ୍ନାନ ପୂର୍ଣ୍ଣିମା – ଶ୍ରୀଜଗନ୍ନାଥଙ୍କ ଦିବ୍ୟ ସ୍ନାନଯାତ୍ରା ଲୋକନାଥ ମିଶ୍ର ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଭକ୍ତିମୟ ପରମ୍ପରାରେ ସ୍ନାନ ପୂର୍ଣ୍ଣିମାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ପାଳିତ ଏହି ପବିତ୍ର ଉତ୍ସବ ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ପ୍ରମୁଖ ପର୍ବ। ୨୦୨୬ ମସିହାରେ ଏହି ମହାନ ଉତ୍ସବ ଜୁନ୍ ୨୯ ତାରିଖରେ ପାଳିତ ହେବ। ଏହି ଦିନ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ଶ୍ରୀମନ୍ଦିର ଗର୍ଭଗୃହରୁ ପହଣ୍ଡି

ସ୍ନାନ ପୂର୍ଣ୍ଣିମା – ଶ୍ରୀଜଗନ୍ନାଥଙ୍କ ଦିବ୍ୟ ସ୍ନାନଯାତ୍ରା Read More »