ଚନ୍ଦ୍ରଭାଗା ତୀର୍ଥ ଓ ଅର୍କକ୍ଷେତ୍ରର ସେଇ ପବିତ୍ର ପ୍ରଭାତ…

ଚନ୍ଦ୍ରଭାଗା ତୀର୍ଥ ଓ ଅର୍କକ୍ଷେତ୍ରର ସେଇ ପବିତ୍ର ପ୍ରଭାତ… ​ସମୟ ପ୍ରାୟ ରାତି ୩ଟା। ଚାରିଆଡ଼େ କାକର ଭିଜା ଶୀତୁଆ ପବନ। କିନ୍ତୁ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି ଆଜି ଜନସମୁଦ୍ରରେ ପରିଣତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ କଣ୍ଠରୁ ଶୁଭୁଛି— “ଓଁ ସୂର୍ଯ୍ୟାୟ ନମଃ”। ​କାହିଁକି ଆଜି ଏତେ ଭିଡ଼?ଏହା ପଛରେ ରହିଛି ଏକ ସୁନ୍ଦର ପୌରାଣିକ ଗପ। ଶାସ୍ତ୍ର କୁହେ, ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଦୁରାରୋଗ୍ୟ କୁଷ୍ଠ ବ୍ୟାଧିରେ ପୀଡ଼ିତ ଥିଲେ। ନାରଦଙ୍କ ପରାମର୍ଶରେ … Continue reading ଚନ୍ଦ୍ରଭାଗା ତୀର୍ଥ ଓ ଅର୍କକ୍ଷେତ୍ରର ସେଇ ପବିତ୍ର ପ୍ରଭାତ…