କାର୍ତ୍ତିକ ମାହାତ୍ମ୍ୟ(ଭାଗ -୧୫) ରାଜା ପୃଥୁ ନାରଦ ଙ୍କୁ ପ୍ରଣିପାତ କଲେ ଓ କହିଲେ ହେ ଦେବର୍ଷି !ଆପଣ ତୁଳସୀ ଙ୍କ ଜନ୍ମ ବିଷୟରେ କହିଲେ ? ଏହି ବୃତ୍ତାନ୍ତ ଶୁଣି ମୋହର ଆତ୍ମା ପବିତ୍ର ହୋଇଗଲା । ଆଉ ଗୋଟିଏ କଥା ମୋ ମନକୁ ଆସୁଛି ଯେ କାର୍ତ୍ତିକ ବ୍ରତ ଉଦ୍ୟାପନ ବିଧି କଣ ? ପୂର୍ବରୁ କିଏ ଏହାକୁ କରିଥିଲେ ଓ ଭଵ ସାଗର ରୁ ପାରି ହୋଇଥିଲେ କି ?ଯଦି ଏହି କାର୍ତ୍ତିକ … Continue reading କାର୍ତ୍ତିକ ମାହାତ୍ମ୍ୟ(ଭାଗ -୧୫)
Copy and paste this URL into your WordPress site to embed
Copy and paste this code into your site to embed