ସ୍ମୃତି, ଭକ୍ତି ଓ ଅନୁପସ୍ଥିତି ଲୋକନାଥ ମିଶ୍ର (ଉଜ୍ଜୟିନୀରୁ ସୋମନାଥ ପର୍ଯ୍ୟନ୍ତ) ସେମାନଂକ ସହମୁଁ ଉଜ୍ଜୟିନୀକୁ ଆସିଥିଲି—ଗୀତାର ତିନି ସହେଲୀ,ସେମାନଙ୍କ ସ୍ୱାମୀ,ଭାଇ ଓ ଭାଉଜ—ମଣିଷର ଏକ ଛୋଟ ମେଳାଭକ୍ତିର ଏକ ଲମ୍ବା ଯାତ୍ରା ।! ମହାକାଳେଶ୍ୱରର ଦ୍ୱାରେସନ୍ଧ୍ୟା ଆରତିର ଆଲୋକଆମ ମୁହଁରେ ପଡ଼ୁଥିଲା,ଭସ୍ମ ଆରତିରେସମୟ ମଧ୍ୟ ନିଜକୁ ଛାଡ଼ିଶିବଙ୍କ ପାଖେ ନମିଯାଉଥିଲା। କାଳଭୈରବ,ହରସିଦ୍ଧି ମାଆ—ପ୍ରତ୍ୟେକ ମନ୍ଦିରରେଆମ ପାଦଚିହ୍ନ ଥିଲା,ହସ, କଥା, ଭିଡ଼—ଜୀବନ ଭରି ଯାଉଥିଲା । ଓଂକାରେଶ୍ୱର,ମାମଳେଶ୍ୱର—ନର୍ମଦାର ପାଣି ପରିଆମ ମନ ଏକାଠି ବହୁଥିଲା । ତାପରେସେମାନେ … Continue reading ସ୍ମୃତି, ଭକ୍ତି ଓ ଅନୁପସ୍ଥିତି
Copy and paste this URL into your WordPress site to embed
Copy and paste this code into your site to embed