ସୋମନାଥ

ସୋମନାଥ ଲୋକନାଥ ମିଶ୍ର ନିୟମ କହେ—ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରାରପ୍ରଥମ ପଦଚିହ୍ନ ସୋମନାଥ ।ମୋ ଭାଗ୍ୟ କିନ୍ତୁସେହି ପୁରୁଣା ପୁସ୍ତକକୁ ଉଲଟାଇଶେଷ ପୃଷ୍ଠାରେ ମୋ ନାମ ଲେଖିଦେଲା । ୯.୨.୨୬—ଏକ ସାଧାରଣ ତାରିଖ,କିନ୍ତୁ ମୋ ପାଇଁଏକ ଶେଷ ଆରମ୍ଭ । ଆରବ ସମୁଦ୍ରର କୂଳରେଦଣ୍ଡାୟମାନ ସୋମନାଥ—ଲହରୀର ଶ୍ୱାସ ଭିତରେଶିବଙ୍କର ନିରବ ନାଦ ।ପାଦତଳେ ବାଲୁକା,ମନ ଭିତରେ ଶତାବ୍ଦୀର ଭଙ୍ଗାଚୁରା । ଆରତିର ଆଲୋକଅନ୍ଧାରକୁ ଧୀରେଧୀରେ ଖୋଲିଦେଲା,ଘଣ୍ଟାର ଧ୍ୱନିମୋ ଭିତରର କ୍ଳାନ୍ତିକୁକମ୍ପିତ କରିଦେଲା ।ସାଉଣ୍ଡ ଏଣ୍ଡ ଲାଇଟ—ଇତିହାସ ଏଠାରେ କଥା … Continue reading ସୋମନାଥ