ଉତ୍ତରାୟଣ

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତିସାରଦା ପ୍ରସାଦ ମିଶ୍ର “ଜାଇଫୁଲ ଚୁଡ଼ା ଆଉ ଚାଉଳ ବ।ନ୍ଧଯିବା ସମ୍ବଲପୁରଆସି ହେଲା ମକର” ପୂରୁବେଯୁଗ୍ମ ନୃତ୍ୟ ଥିଲା ଯାତ୍ରାର ।ମକର ସଂକ୍ରାନ୍ତି ହିନ୍ଦୁ ପର୍ବ ତିଥିପୂଜା ଯାଏ ଦିବାକରଦକ୍ଷିଣାୟନ ଗତି ଶେଷ କରିସୂର୍ଯ୍ୟ ଯାଆନ୍ତି ଉତ୍ତର ।କପିଳ ଶ।ପରେ ସାଗର ସନ୍ତାନହୋଇଥିଲେ ଭସ୍ମୀଭୂତପୂର୍ବଜ ଉଦ୍ଧାର ପାଇଁ ଜାହ୍ନବୀଙ୍କୁତପକରି ଭଗୀରଥ।ହର ଜଟା ମଧ୍ୟୁ ପାବନୀ ଗଙ୍ଗ।ଙ୍କୁଆଣିଥିଲେ ଧରାପରେଏଥିପାଇଁ ଏହା ପବିତ୍ର ଦିବସହିନ୍ଦୁ ମାନଙ୍କ ପକ୍ଷରେ ।ଶ୍ରୀ ଜଗନ୍ନାଥ ବଳରାମ ନବାଙ୍କବେଶ କରନ୍ତି ଧାରଣସୋଲେ ନିର୍ମିତ ଶଙ୍ଖ […]

ମକର ସଂକ୍ରାନ୍ତି Read More »

jay jaganath

ଶ୍ରୀମନ୍ଦିରରେ ମକର ଚାଉଳର ମହକ : ଏକ ଭକ୍ତିଭରା କାହାଣୀ

ଶ୍ରୀମନ୍ଦିରରେ ମକର ଚାଉଳର ମହକ: ଏକ ଭକ୍ତିଭରା କାହାଣୀ 🚩 ​ଆଜି ବଡ଼ଦେଉଳରେ ଭିନ୍ନ ଏକ ଉତ୍ସାହ। ମକର ସଂକ୍ରାନ୍ତିର ଶୁଭ ଅବସର। ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ଆଜି ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ନୈବେଦ୍ୟ – “ମକର ଚାଉଳ”। ​ସକାଳର ସେବା ଓ ମକର ବେଶ:ଅରୁଣୋଦୟ ପୂର୍ବରୁ ମହାପ୍ରଭୁଙ୍କ ଦ୍ୱାର ଫିଟା ସରିଛି। ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କୁ ଆଜି “ମକର ବେଶ”ରେ ସଜ୍ଜିତ କରାଯାଇଛି। କୁହାଯାଏ, ସୂର୍ଯ୍ୟ ଦେବତା ଯେତେବେଳେ

ଶ୍ରୀମନ୍ଦିରରେ ମକର ଚାଉଳର ମହକ : ଏକ ଭକ୍ତିଭରା କାହାଣୀ Read More »