ଓଡ଼ିଆ କବିତା

Kumar Purnima,

କୁମାର ପୂର୍ଣ୍ଣିମା

🌕 କୁମାର ପୂର୍ଣ୍ଣିମା 🌕 ଲୋକନାଥ ମିଶ୍ର ପ୍ରଭାତେ ସୂର୍ଯ୍ୟ ଉଇଁଲେ,ତଉରା ମୂଳେ ନୂଆ ପୋଶାକେ,ଖଇ, କଦଳୀ, ଜହ୍ନି ଫୁଲେ,ଅଞ୍ଜୁଳି ଦେଇ ପ୍ରାର୍ଥନା କରେ- “ହେ ସୂର୍ଯ୍ୟଦେବ, ହେ ଜୀବନଧାରୀ,ମୋର ମନର କଥାକୁ ପୂରଣ କର” । ଦିନ ସାରା ହସର ଖେଳ,“ପୁଚି”, “ବୋହୁବୋହୁକା” ଅଙ୍ଗଣାରେ,କନ୍ୟାମାନଙ୍କ ସ୍ୱରରେ ମିଳେ,ମଲ୍ଲୀ ଜୁଈର ସୁଗନ୍ଧି ଝରେ । ସନ୍ଧ୍ୟାବେଳେ ଉଇଁଲା ଜହ୍ନ ,ଧଳା ଆଲୋକେ ରଜତ ସିହାଂସନ ।ହାତରେ ଧରି ଚକଟା,ଖଇ, କଦଳୀ, ଛେନାର ସୁଗନ୍ଧ । ଉଦାର ଚନ୍ଦ୍ରଙ୍କୁ […]

କୁମାର ପୂର୍ଣ୍ଣିମା Read More »

pexels-photo-2131663-2131663.jpg

ମୁଁ

“ମୁଁ” ତପନ କୁମାର ନାୟକ ଆଉ ମୁଁ ମୋର ବୋଲି କହୁନିକହୁନି ମୁଁ କିଏ , ମୁଁ କାହିଁକି ଆସିଲିଅବା କାହା ପାପର ପ୍ରାୟଶ୍ଚିତ ପାଇଁଜଳି ଜଳି ପାଉଁଶ ହେବାପୂର୍ବରୁବୁଝିବାକୁ ଚେଷ୍ଟାକଲିଅବା ବୁଝାଈବାକୁ ଚେଷ୍ଟାକଲିକିଏ କଣ ଅର୍ଥ ନେଲାତାର ସୀମିତ ପରିଚୟ ଭିତରେଖାଲି ଗୋଡି ମାଟି – ଦେହଯନ୍ତ୍ରଣାର ସ୍ଵର ତୀବ୍ର ଅବାତିବ୍ରତରଖିନଭିନ କରି ଖାଇବାର ଶବ୍ଦରକ୍ତତା ଅବୟବ ହିଁ ତାର ପରିଚୟଅବିଶ୍ଵାସ ର ମୂଳଦୁଆ ରେଯେଉଁ ସମ୍ପର୍କ , ସେଠି ବିଶ୍ବାସରବିଶ୍ବାସର ମାନେ କିଛି ହୁଏନାସେଠି

ମୁଁ Read More »

ଲୋକନାଥ ମିଶ୍ରଙ୍କ ‘ଶେଷ ରାତିର କଥା

“ଶେଷ ରାତିର କଥା”

“ଶେଷ ରାତିର କଥା” ଲୋକନାଥ ମିଶ୍ର କଳା ରାତି, ଶୂନ୍ୟ ପଥ,ଶ୍ରୀଜଗନ୍ନାଥ ବୃଦ୍ଧାଶ୍ରମ ।ନିରବତା ଭିତରେ ଆସିଲାଏକ ସୁଗନ୍ଧିତ ପବନ । ନେଳୀ ପାଟ ସାଢୀ ଜଗମଗ,ଯୁବତୀ ମୁଖ ଶାନ୍ତ ।ତା’ର ମୁହଁରେ ଚମକୁଥିଲାଦୟା, କରୁଣା, କ୍ଲାନ୍ତ । ବୃଦ୍ଧା ପଡ଼ିଥିଲେ ଶଯ୍ୟାରେ,ଶ୍ୱାସ ନିର୍ଜୀବ ପ୍ରାୟ ।ନର୍ସ କହିଲେ — “ମା, ଉଠ,ତୁମର ଝିଅ ଆସିଗଲା” । ଧୀରେ ଧୀରେ ଖୋଲିଲେ ଆଖି,ଆଖିରେ ନୀରବ ର ସପନ ।ବର୍ଷର ବର୍ଷର ଅପେକ୍ଷା,ସନ୍ତାନ ସାନିଧ୍ୟର ଆକାଙ୍କ୍ଷା । ଚାଦର

“ଶେଷ ରାତିର କଥା” Read More »

Kashee Jagannathapur Shasan gaam re

॥ ଦୁର୍ଗା–ମାଧବ ॥

॥ ଦୁର୍ଗା–ମାଧବ ॥ (କାଶୀ ଜଗନ୍ନାଥପୁର ଶାସନର କବିତା) ଲୋକନାଥ ମିଶ୍ର ପୁରୀରୁ ସାତ କି.ମି. ଦୂର,ପବିତ୍ର ମାଟିରେ ରହି ଅଛି,ଏକ ଗାଁ—କାଶୀ ଜଗନ୍ନାଥପୁର ଶାସନ,ସାତପଡା ରାଷ୍ଟ୍ରୀୟ ସଡ଼କ କଡେ,ଶାନ୍ତିର ସ୍ୱାସ ନେଇଆଜି ବି କହେଓଡ଼ିଶାର ଆତ୍ମାର କଥା । ପୂର୍ବେ ବିଶେଶ୍ୱର,ପଶ୍ଚିମେ ବିଜେ ସ୍ଥଳୀ—ମଣ୍ଡପରେ ବସିଗୋପୀନାଥ, ବିଶେଶ୍ୱର, ଦୁର୍ଗା—ମାଧବ ଓ ଶକ୍ତିରଏକତ୍ୱ ରାଗିଣୀ ।ମଧ୍ୟରେ ବସିଥିବା ଦୁର୍ଗାହସି କହନ୍ତି—“ମୁଁ ମା, ମୁଁ ଶକ୍ତି,ମୁଁ ପ୍ରେମର ସାକ୍ଷୀ।” ଶୋଳ ପୁଜାରେଦକ୍ଷିଣ ଘରରେ,ସେଇ ମା’ଅଲଗାରେ ପୂଜା ପାଆନ୍ତି—ଗାଁର ମା’,ଗାଁର

॥ ଦୁର୍ଗା–ମାଧବ ॥ Read More »