ତ୍ରିବେଣୀ ଅମାବାସ୍ୟା
ତ୍ରିବେଣୀ ଅମାବାସ୍ୟାସାରଦା ପ୍ରସାଦ ମିଶ୍ର ମାଘ ଅମାବାସ୍ୟା ଶାସ୍ତ୍ର ମତେ ନାମତ୍ରିବେଣୀ ଅବା ମଉନିତିନି ତଟିନୀ ର ସଙ୍ଗମ ସ୍ଥଳକୁକୁହାଯାଏ ଟି ତ୍ରିବେଣୀ ।ଏ ଅମାବାସ୍ୟାରେ ତ୍ରିବେଣୀ ସ୍ଥାନରେକରିଲେ ସ୍ନାନ ତର୍ପଣପିତୃ ପୁରୁଷଙ୍କ ସମସ୍ତ କଳୁଷହୋଇଥାଏ ନିବାରଣ ।ଜ୍ଞାନ ଭକ୍ତି କର୍ମ ତିନି ମହଯୋଗଯେ କାଳେ ହୁଏ ମିଳନସେ ଦିନ ଅଟଇ ମାଘ ଅମାବାସ୍ୟାତ୍ରିବେଣୀ ତା ଅନ୍ୟ ନାମ ।ଶରୀର ମନକୁ ପ୍ରଭାବିତ କରେଦୁଇ ଗ୍ରହ ରବି ଶଶୀସୁରୁଜ ଦର୍ଶନ ହୋଇଥାଏ କିନ୍ନ୍ତୁଚନ୍ଦ୍ର ଆସେ ନାହିଁ ଦୃଷ୍ଟି […]
ତ୍ରିବେଣୀ ଅମାବାସ୍ୟା Read More »

