କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 18 )
କାର୍ତ୍ତିକ_ମାହାତ୍ମ୍ୟ (ଅଧ୍ୟାୟ- 18 ) ରାଜା ପୃଥୁ ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ହେ ମୁନି !ରାଜା ଚୋଳ ଙ୍କ ସହିତ ବିଷ୍ଣୁ ଦାଶ ଗୟା ତୀର୍ଥ କୁ ଯାଇ ୠଷି ମୁଦୁଗୁଲ ଙ୍କ ପାଖରେ ପହଁଞ୍ଚିଲେ ।ୠଷି ମୁଦୁଗୁଲ ଚୋଳ ରାଜାଙ୍କ ପ୍ରଶ୍ନ ର କି ଉତ୍ତର ରଖିଲେ ତାହା ମୋତେ ବିସ୍ତାର କରି କୁହନ୍ତୁ ।ଦେବର୍ଷି ନାରଦ କହିଲେ ହେ ରାଜନ !ମୁଁ ଯାହା ଶୁଣିଛି ତାହା ତୁମ ନିକଟରେ କହୁଛି […]
କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 18 ) Read More »

