ହିନ୍ଦୁ ପୁରାଣ

ChandiPurana

ଚଣ୍ଡୀ ପୁରାଣ

ଚଣ୍ଡୀ ପୁରାଣ ! ଭାଗ – ୬ : ମହିଷାସୁର ବଧ ପରେ ଦେବୀଙ୍କ ମହିମା ଓ ଶୁମ୍ଭ-ନିଶୁମ୍ଭଙ୍କ ଉତ୍ଥାନ ! ( By Lokanath Mishra IRS- retired) ୧. ମହିଷାସୁରର ବଧ ପରେ ଦେବତାମାନଙ୍କ ଆନନ୍ଦ ! ମହିଷାସୁର ସହିତ ଭୟଙ୍କର ଯୁଦ୍ଧ କରି ଦେବୀ ତାହାକୁ ବଧ କଲେ । ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଦୀର୍ଘଦିନ ଧରି ଦୁଃଖ ଓ ଭୟରେ ରହିଥିଲେ । ତାହାର ମୃତ୍ୟୁ ପରେ ସେମାନେ ଆଶ୍ୱସ୍ତ ହେଲେ […]

ଚଣ୍ଡୀ ପୁରାଣ Read More »

Chandi Purana Part 5,

ଚଣ୍ଡୀ ପୁରାଣ — ଭାଗ ୫ !

ଚଣ୍ଡୀ ପୁରାଣ — ଭାଗ ୫ ! ମହିଷାସୁରଙ୍କ ଶକ୍ତିବୃଦ୍ଧି ଓ ଦେବତାମାନଙ୍କ ସହ ସଂଘର୍ଷ ! ( By Lokanath Mishra, IRS ( retired) ମହିଷାସୁରଙ୍କ ତପସ୍ୟା ! ମହିଷାସୁର ଜଣେ ପ୍ରବଳ ଅସୁର ଥିଲେ । ସେ ଅଧିକ ଶକ୍ତି ଓ ପ୍ରଭାବ ଲାଭ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତପସ୍ୟା କରିଥିବା କଥା ଚଣ୍ଡୀଙ୍କ କାହାଣୀ ପରମ୍ପରାରେ ବର୍ଣ୍ଣିତ ହୋଇଛି । ମହିଷାସୁରଙ୍କ ଶକ୍ତିବୃଦ୍ଧି !ଶକ୍ତିଶାଳୀ ହେବା ପରେ ମହିଷାସୁରଙ୍କ

ଚଣ୍ଡୀ ପୁରାଣ — ଭାଗ ୫ ! Read More »

ChandiPuranaPart3

ଚଣ୍ଡୀ ପୁରାଣ — ଭାଗ ୩

ଚଣ୍ଡୀ ପୁରାଣ — ଭାଗ ୩ ! ମାର୍କଣ୍ଡେୟ ପୁରାଣର ରଚୟିତା, ଏହାର ବିଷୟବସ୍ତୁ ଓ ଦେବୀ ମାହାତ୍ମ୍ୟର ସ୍ଥାନ ! (ଲେଖକ- ଲୋକନାଥ ମିଶ୍ର) ପ୍ରାରମ୍ଭିକ ନିବେଦନ ! ପ୍ରିୟ ପାଠକପାଠିକା ! ମା’ ଚଣ୍ଡୀଙ୍କ କାହାଣୀକୁ ଭଲ ଭାବରେ ବୁଝିବା ପାଇଁ ପ୍ରଥମେ ଆମେ ଜାଣିବା ଆବଶ୍ୟକ ଯେ ମାର୍କଣ୍ଡେୟ ପୁରାଣ କ’ଣ, ଏହା କିଏ ରଚନା କରିଥିଲେ ଏବଂ ଏହା ମଧ୍ୟରେ ଦେବୀ ମାହାତ୍ମ୍ୟ କିପରି ସ୍ଥାନ ପାଇଛି । ଏହି ବିଷୟରେ

ଚଣ୍ଡୀ ପୁରାଣ — ଭାଗ ୩ Read More »

ସୋମନାଥ ଜ୍ୟୋତିର୍ଲିଙ୍ଗ

ଜୟ ସୋମନାଥ

ଜୟ ସୋମନାଥସାରଦା ପ୍ରସାଦ ମିଶ୍ର ରତ୍ନାକର ତଟ ପବିତ୍ର ବସୁଧାପ୍ରଭାସ ପଟନ ନାମଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗଦେବାଳୟ ଅନୁପମ ।ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେପୂଜିତ ଏହି ମନ୍ଦିରେସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀଓଁକାର ମନ୍ତ୍ର ଜପିଲେ ।ଏ ପୂତ ସ୍ଥାନର ପରିଚୟ ଦିଏଆମର ଶାସ୍ତ୍ର ପୁରାଣଦକ୍ଷ ପ୍ରଜାପତି ଜାମାତା ରୂପରେଚନ୍ଦ୍ରଙ୍କୁ କଲେ ବରଣ।ସତାଇଶ କନ୍ୟା ଚନ୍ଦ୍ରେ ବିଭା ଦେଇକହିଲେ ମଧୁର ବାଣୀକରିଲି ପ୍ରଦାନ ଏ କନ୍ୟା ମାନଙ୍କୁକରିବନି ହୀନିମାନୀ ।ଚନ୍ଦ୍ର ଦେବତାଙ୍କ ପ୍ରିୟ ପତ୍ନୀ ରୂପେରୋହିଣୀ ପାଇଲେ

ଜୟ ସୋମନାଥ Read More »