war-desert-guns-gunshow-163443-163443.jpg

ରକ୍ତ ରଞ୍ଜିତ ଭୂସ୍ବର୍ଗ

ରକ୍ତ ରଞ୍ଜିତ ଭୂସ୍ବର୍ଗ ସାରଦା ପ୍ରସାଦ ମିଶ୍ର ଆତପ ତାପରେ ଅତିଷ୍ଠ ହୋଇପ୍ରିୟ ପରିଜନ ସାଥିରେ ନେଇଆନନ୍ଦେ ଆସିଥିଲେ କାଶ୍ମୀର ଧାଇଁଅଙ୍ଗ କରିବେ ଶୀତଳଜଣାତ ନଥିଲା ଭୂସ୍ବର୍ଗ ଅଙ୍ଗନେଲୁଚି ରହିଥିଲା କାଳ।ପର୍ଯ୍ୟଟକଙ୍କର ଉଷ୍ମ ରକତଭୂସ୍ବର୍ଗ ଭୂମିରେ ହେଲା ପତିତମାନବିକତା କୁ କଲା କଳଙ୍କିତସିମନ୍ତିନୀର ସିନ୍ଦୂରଲିଭିଲା କପ।ଳୁ ନିଶ୍ପାପ ଶିଶୁଟିହରାଇଲା ତା ପିଅର।ବଇଶାଖ ମାସ ମଙ୍ଗଳ ବାରପହଲ ଗାଁରେ ଅନେକ ପରିବାରକାଶ୍ମୀରୀ ପୋଷାକେ ଫଟୋ ନିଜରତୋଳା ଯାଉଥିବା ବେଳେସେନା ପୋଷାକରେ ଗୁଳି ବରଷିଲେଆତଙ୍କବାଦୀଏ ହେଳେ।ପର୍ଯ୍ୟଟକଙ୍କ ପୁଛିଲେ ନାମପୁଣି ପଚାରିଲେ […]

ରକ୍ତ ରଞ୍ଜିତ ଭୂସ୍ବର୍ଗ Read More »