ସକାଳର ଭକ୍ତି ଅର୍ଘ୍ୟ
❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଏମନ୍ତ ଭାଳି ନନ୍ଦରାଣୀ। ମନ ବଚନ ଚିତ୍ତେ ଗୁଣି।ନ ଜାଣି ବାଇ ପ୍ରାୟ ହୋଇ। ଭାଳଇ ଦଶଦିଗ ଚାହିଁ। ପୁଣି କ୍ଷଣକେ ଅନୁମାନି। ଚିତ୍ତେ ଚିନ୍ତଇ ଭୟ ଘେନି।ଯାହାର ମାୟା ଘୋର ଭ୍ରମେ। ଜୀବ ଭ୍ରମଇ ପଥଶ୍ରମେ। ମୁହିଁ ମୋହର ଏ ସଂସାର। ପତି ତନୟ ବନ୍ଧୁ ମୋର।ସ୍ଵାମୀର ପତ୍ନୀ ମୁହିଁ ସରି। ସର୍ବ ସମ୍ପଦ ମୁଁ ଆବୋରି। ଏ ଗୋପୀ ଗୋପ ଗୋରୁ ଧନ। ସର୍ବ ଆବୋରି ମୋର ମନ।ଯାର […]
ସକାଳର ଭକ୍ତି ଅର୍ଘ୍ୟ Read More »







