“ଜହ୍ନିଓଷା,ଓ ବଳିଓଷା ବା ପୂଜା “
“ଜହ୍ନିଓଷା,ଓ ବଳିଓଷା ବା ପୂଜା “। ( by Lokanath Mishra) ଭୋଦୁଅ ଯାଇ ଅଶିଣ ପଶିଲା ଓ ପୂଜା ପର୍ବ ପର୍ବାଣୀ ଗୋଟିଏ ପରେ ଗୋଟିଏ ଆରମ୍ଭ ହୋଇଗଲାଣି। ଖୁଦୁରୁକୁଣୀ ଓଷା ଭାଦ୍ରବ ମାସର ସବୁ ରବିବାରେ କୁମାରୀ ଝିଅ ମାନେ ନିଜ ଭାଇଙ୍କ ଦୀର୍ଘାୟୁ କାମନା ରଖି ମାଁ ସର୍ବ ମଙ୍ଗଳାଙ୍କୁ ନୀତି ନିୟମ ରେ ପାଳନ କରିବା ପରେ ଆଶ୍ଵିନ ମାସ ଆରମ୍ଭ ହେଉ ହେଉ ମାସ ସାରା କୁମାର ପୂର୍ଣିମା ଯାଏଁ […]
“ଜହ୍ନିଓଷା,ଓ ବଳିଓଷା ବା ପୂଜା “ Read More »

