Devotional Poem

ମାଘ ସପ୍ତମୀ, ଚନ୍ଦ୍ରଭାଗା, ସୂର୍ଯ୍ୟ ନାରାୟଣ

ସୂର୍ଯ୍ୟାର୍ଘ୍ୟ

ସୂର୍ଯ୍ୟାର୍ଘ୍ୟ ତପନ ନାୟକ ​ତୀର୍ଥ ପୁଷ୍କରିଣୀ ଚନ୍ଦ୍ରଭାଗା କୂଳେ,ଭକ୍ତିର ଜୁଆର ଉଛୁଳେ…ଅନ୍ଧକାର ନାଶି ଆସୁଛନ୍ତି ପ୍ରଭୁ,ସପ୍ତ ଅଶ୍ୱ ଚଢ଼ି ହେଳେ ।​ଶାମ୍ବ ପାଇଥିଲେ ମୁକ୍ତିର ମାର୍ଗ,ସେହି ପବିତ୍ର ଏ ବାରି…ଶ୍ରଦ୍ଧାରେ ଢାଳୁଛି ପ୍ରଣାମ ଅର୍ଘ୍ୟ,ଦୁଃଖ ଯାଉ ମୋର ସରି ।​ଅର୍କକ୍ଷେତ୍ରର ସୁନେଲି ବାଲିରେ,ଜାଳିଦିଅ ପ୍ରେମ ଦୀପ…ତୁମରି ଆଲୋକେ ଆଲୋକିତ ହେଉ,ସଭିଙ୍କର ମନ ପାପ ।​ଜୟ ଜୟ ହେ ସୂର୍ଯ୍ୟ ନାରାୟଣ,ଜୟ ହେ ଜଗତ ଆଖି…ତୁମରି କରୁଣା ଆମ ସାଥେ ଥାଉ,ଚନ୍ଦ୍ରଭାଗା ହେଉ ସାକ୍ଷୀ ।​🙏 ଓଁ ସୂର୍ଯ୍ୟାୟ […]

ସୂର୍ଯ୍ୟାର୍ଘ୍ୟ Read More »

Maa Bimala Durga Puja

ମା’ ବିମଳାଙ୍କ ଦୁର୍ଗା ପୂଜା

ମା’ ବିମଳାଙ୍କ ଦୁର୍ଗା ପୂଜା। ଲୋକନାଥ ମିଶ୍ର । ଜଗନ୍ନାଥ ଧାମର, ଦେଉଳ ଭିତର,ସନ୍ଧ୍ୟାରେ ଶୋଭେ ମା’ ବିମଳାଙ୍କ ମୂଖ ।ଘଣ୍ଟା ଘଣ୍ଟି, ବାଦ୍ୟ, ବାଜେ ସମେତେ,ଭକ୍ତମାନେ ନାଚନ୍ତି, ଗାଆନ୍ତି ପ୍ରେମରେ । ନବରାତ୍ରି ଶୁଭେ, ଜଳେ ଦୀପାବଳୀ,ଚମକେ ମଣ୍ଡପ, ପଡଇ ମାଛବଳୀ ।ମା’ଙ୍କୁ ଅର୍ପଣ, ପୁଷ୍ପ, ଧୂପ, ଦୀପ,ଜୟଧ୍ୱନି ମିଶି, କମ୍ପଇ ମନ୍ଦିର । ଭକ୍ତଙ୍କ ଚକ୍ଷୁରେ, ଲୁହର ପ୍ରବାହ,ମା’ ପାଦେ ପଡ଼ି, ପାଆନ୍ତି ସୁପଥ ।ବିମଳା ପ୍ରସାଦ, ମହିମା ପରମ,ଏକାଦଶୀରେ, ଗୋଷାଣି ବିଦାୟ ।

ମା’ ବିମଳାଙ୍କ ଦୁର୍ଗା ପୂଜା Read More »