ଦୈପାୟନରୁ ବେଦବ୍ୟାସ
ଦୈପାୟନରୁ ବେଦବ୍ୟାସସାରଦା ପ୍ରସାଦ ମିଶ୍ର ସନାତନ ହିନ୍ଦୁ ଧର୍ମଗନ୍ଥ ବେଦଏକ ଅପୌରେଷୟ ସୃଷ୍ଟିରୁକ୍, ସାମ, ଯଜୁ ଓ ଅଥର୍ବ ରୂପେରୂପ ଧରେ ଚାରି ଗୋଟି ।ଦେବ ଆରାଧନା ଆହ୍ୱାନର ମନ୍ତ୍ରରୁକ୍ ବେଦରେ ନିହିତସଂକ୍ଷିପ୍ତ ମନ୍ତ୍ରର ମଧୁର ଗାୟନସାମ ବେଦରେ ବର୍ଣ୍ଣିତ ।ଯଜ୍ଞ ଏବଂ କର୍ମକାଣ୍ଡ ଅନୁଷ୍ଠାନଯଜୁର୍ବେଦ ଦିଏ ଶିକ୍ଷାଆୟୁର୍ବେଦ ସଙ୍ଗେ ତନ୍ତ୍ର ଓ ବିଜ୍ଞାନଅଥର୍ବ ବେଦରେ ଲେଖା ।ଆର୍ଯ୍ୟ ପ୍ରଚେତସ ବିଜ୍ଞ ଋଷିଙ୍କରଭିନ୍ନ ଭିନ୍ନ ମତବାଦବଶିଷ୍ଠ ବିଶ୍ଵାମିତ୍ର କୁମ୍ଭ ଆଦି ମତେତ୍ରୟ ବିଦ୍ୟା ଅଟେ ବେଦ।ଅଥର୍ବ ବେଦକୁ […]

