ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା

“ଦୋଳେ ଚ ଦୋଳଗୋବିନ୍ଦଂଚାପେ ଚ ମଧୁସୂଦନମ୍ ।ରଥେ ତୁ ବାମନଂ ଦୃଷ୍ଟ୍ଵାପୁନର୍ଜନ୍ମ ନ ବିଦ୍ୟତେ ॥ ମହାପ୍ରଭୁଙ୍କୁ ଦୋଳ ବିମାନରେ ଦୋଳ ଗୋବିନ୍ଦ ଭାବରେ, ଚନ୍ଦନ ଯାତ୍ରା ଚାପରେ ମଧୁସୂଦନ ଭାବରେ ଏବଂ ରଥଯାତ୍ରାରେ ବାମନ ରୂପରେ ଜୀବ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ । ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l ବିମାନରେ ବିଜେ ହୋଇ ଗାଁ ଗାଁ ଘରକୁ ଘର ବୁଲୁଛନ୍ତି ଠାକୁର । ଭକ୍ତ ଦୁଆରେ, […]

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା Read More »