ଶ୍ରୀହନୁମାନ ଚାଳିଶା

ଶ୍ରୀହନୁମାନ ଚାଳିଶା ଶ୍ରୀହନୁମାନ ଙ୍କୁ ଉତ୍ସର୍ଗୀକୃତ କରି ଲେଖା ଯାଇଥିବା ଏକ ସ୍ତୁତି। ଏଥିରେ ୪୦ ଟି ଚୌପାଇ ଅଛି। କବିତାରେ ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚୌପାଇ କୁହାଯାଏ। ଷୋଡ଼ଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅୱଧୀ ଭାଷାରେ ରଚନା କରିଥିଲେ।॥ ଶ୍ରୀହନୁମତେ ନମଃ ॥ ଶ୍ରୀହନୁମାନ ଚାଳିଶା 🔵ll ଦୋହା ll🔵 ଶ୍ରୀଗୁରୁ ଚରନ ସରୋଜ ରଜନିଜ ମନୁ […]

ଶ୍ରୀହନୁମାନ ଚାଳିଶା Read More »