#jaganath

Navaratri, Goddess Shailaputri,

The First Two Days of Navaratri – Goddess Shailaputri and Goddess Brahmacharini:

The First Two Days of Navaratri – Goddess Shailaputri and Goddess Brahmacharini By Lokanath Mishra Navaratri is a very special festival when we celebrate the nine forms of Goddess Durga. Each day we worship her in a new form. She blesses her children with strength, wisdom, peace, and happiness. Let’s learn about the first two […]

The First Two Days of Navaratri – Goddess Shailaputri and Goddess Brahmacharini: Read More »

ମାଟିର ସୁଗନ୍ଧ – ୨

ମାଟିର ସୁଗନ୍ଧ – ୨

ମାଟିର ସୁଗନ୍ଧ – ୨(ସାହିତ୍ୟିକ ମୁକ୍ତକବିତା)॥ ଲୋକନାଥ ମିଶ୍ର ॥ ପ୍ରଭାତର କୁହୁଡିରେଗାଁର ପଥଉଠୁ ଥିଲା ଶାନ୍ତରେ,ପାଦେ ପାଦେମାଟିର ପାରିଜାତସୁଗନ୍ଧେ ଭିଜାଉଥିଲାଶିଶୁମନ । ସାତ କୋଶ ଦୂରରଶିକ୍ଷାଳୟ ପଥେଚାଲୁଥିଲେଦିନ କୁ ଦୁଇଥର,କାଣ୍ଟାଝାଡ଼ଜଙ୍ଗଲପଥ,ଗୋଧି , ସାପଭୟଙ୍କର ସ୍ଥିତି,ତଥାପିହୃଦୟରେ ଜଗନ୍ନାଥପ୍ରାର୍ଥନାରପଦକ୍ଷେପ ନଥିଲା ଶିଥିଳ । ବର୍ଷା ରୁତୁରେପଥେ ପଥେପାଣିରେ ଭାସୁଥିଲାଆମ ପାଦଚିହ୍ନ,କିନ୍ତୁ ସ୍ୱପ୍ନଭାସୁଥିଲା ନାହିଁ । ସନ୍ଧ୍ୟାକାଳେପଥରେ ପଡ଼ୁଥିବାସୂର୍ଯ୍ୟାସ୍ତର ରଙ୍ଗଆମ ଗୋରା ହାତରେଆଶାର ଚାଷ କରୁଥିଲା । ତେର ବସନ୍ତରେଜେଷ୍ଠାଭଗିନୀବିବାହିତା ହେଇଗାଁରୁ ବିଦାୟ ନେଲା,ପାଦେ ଅଳତାଚକ୍ଷୁପଥେ ଲୁହ,ଗାଁର ମାଟିତାହାର ସ୍ମୃତିକୁଚିରକାଳ

ମାଟିର ସୁଗନ୍ଧ – ୨ Read More »

ଲୋକନାଥ ମିଶ୍ରଙ୍କ ‘ଶେଷ ରାତିର କଥା

“ଶେଷ ରାତିର କଥା”

“ଶେଷ ରାତିର କଥା” ଲୋକନାଥ ମିଶ୍ର କଳା ରାତି, ଶୂନ୍ୟ ପଥ,ଶ୍ରୀଜଗନ୍ନାଥ ବୃଦ୍ଧାଶ୍ରମ ।ନିରବତା ଭିତରେ ଆସିଲାଏକ ସୁଗନ୍ଧିତ ପବନ । ନେଳୀ ପାଟ ସାଢୀ ଜଗମଗ,ଯୁବତୀ ମୁଖ ଶାନ୍ତ ।ତା’ର ମୁହଁରେ ଚମକୁଥିଲାଦୟା, କରୁଣା, କ୍ଲାନ୍ତ । ବୃଦ୍ଧା ପଡ଼ିଥିଲେ ଶଯ୍ୟାରେ,ଶ୍ୱାସ ନିର୍ଜୀବ ପ୍ରାୟ ।ନର୍ସ କହିଲେ — “ମା, ଉଠ,ତୁମର ଝିଅ ଆସିଗଲା” । ଧୀରେ ଧୀରେ ଖୋଲିଲେ ଆଖି,ଆଖିରେ ନୀରବ ର ସପନ ।ବର୍ଷର ବର୍ଷର ଅପେକ୍ଷା,ସନ୍ତାନ ସାନିଧ୍ୟର ଆକାଙ୍କ୍ଷା । ଚାଦର

“ଶେଷ ରାତିର କଥା” Read More »

Kashee Jagannathapur Shasan gaam re

॥ ଦୁର୍ଗା–ମାଧବ ॥

॥ ଦୁର୍ଗା–ମାଧବ ॥ (କାଶୀ ଜଗନ୍ନାଥପୁର ଶାସନର କବିତା) ଲୋକନାଥ ମିଶ୍ର ପୁରୀରୁ ସାତ କି.ମି. ଦୂର,ପବିତ୍ର ମାଟିରେ ରହି ଅଛି,ଏକ ଗାଁ—କାଶୀ ଜଗନ୍ନାଥପୁର ଶାସନ,ସାତପଡା ରାଷ୍ଟ୍ରୀୟ ସଡ଼କ କଡେ,ଶାନ୍ତିର ସ୍ୱାସ ନେଇଆଜି ବି କହେଓଡ଼ିଶାର ଆତ୍ମାର କଥା । ପୂର୍ବେ ବିଶେଶ୍ୱର,ପଶ୍ଚିମେ ବିଜେ ସ୍ଥଳୀ—ମଣ୍ଡପରେ ବସିଗୋପୀନାଥ, ବିଶେଶ୍ୱର, ଦୁର୍ଗା—ମାଧବ ଓ ଶକ୍ତିରଏକତ୍ୱ ରାଗିଣୀ ।ମଧ୍ୟରେ ବସିଥିବା ଦୁର୍ଗାହସି କହନ୍ତି—“ମୁଁ ମା, ମୁଁ ଶକ୍ତି,ମୁଁ ପ୍ରେମର ସାକ୍ଷୀ।” ଶୋଳ ପୁଜାରେଦକ୍ଷିଣ ଘରରେ,ସେଇ ମା’ଅଲଗାରେ ପୂଜା ପାଆନ୍ତି—ଗାଁର ମା’,ଗାଁର

॥ ଦୁର୍ଗା–ମାଧବ ॥ Read More »