ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର।
ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର। ଲୋକନାଥ ମିଶ୍ର ॥ ପୁରୀ ଠାରୁ ସାତପଡ଼ା, ଜାତୀୟ ରାଜପଥ ରେ ପ୍ରାୟ ୫ କି.ମି. ଗଲେ ବାମ ପଟେ ଏହି ଶାସନ ଗାଁ ଟି ପଡ଼େ। ଚିହ୍ନା ବ୍ରାହ୍ମଣ ର ପଇତା ଦରକାର ନ ଥିଲା ପରି ଏହି ଗାଁ କୁ ଯିବାପାଇଁ ରାଜପଥ ଠାରୁ କୋୖଣସି ଫଳକ ନାହିଁ। ଏହି ଗାଁ ଟି ପୂର୍ବ-ପଶ୍ଚିମାଭିମୁଖୀ ଓ ଗୃହ ଗୁଡିକ ଉତ୍ତର-ଦକ୍ଷିଣାଭିମୁଖୀ। ଲମ୍ବା ରାସ୍ତା, ଦୁଇପଟେ ଧାଡ଼ି ଧାଡ଼ି ଘର […]
ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର। Read More »





