ପୁରୀ ବଡଦେଉଳ କଥା
ପୁରୀ ବଡଦେଉଳ କଥା ବଡ଼ଦାଣ୍ଡରେ ଗୋଡ଼ ଦେଲା ମାତ୍ରେ ଆପଣଙ୍କୁ ଭେଟିବେ କେହି ଜଣେ ପଣ୍ଡା। “କେଉଁଠୁ ଆସିଛନ୍ତି, ଯଦି ଚାହାନ୍ତି ମୁଁ ଆପଣଙ୍କୁ ଜଗନ୍ନାଥ ଦର୍ଶନ, ଭୋଗ, ବେଢ଼ା ପରିକ୍ରମା, ଅଭଡ଼ା ଭୋଜନରେ ସାହାଯ୍ୟ କରିବି। ପ୍ରଭୁଙ୍କ ବିଜେସ୍ଥଳୀକୁ ଆସିଛନ୍ତି, ତୀର୍ଥ କ୍ଷେତ୍ର, ଧର୍ମ କାର୍ଯ୍ୟ, ଯାହା ଇଛା ମୋତେ ଦେବେ,” ସତର୍କତାର ସହ ସେ ଆପଣଙ୍କୁ ପ୍ରଶ୍ନ କରିବେ। ଅନେକ ବାଟ ଆଡ଼େଇ ଚାଲିଯାନ୍ତି, କିନ୍ତୁ ସମ୍ମତି ମିଳିଲେ ଅଣନିଶ୍ୱାସୀ ହୋଇପଡୁଥିବା ଭିଡ଼ ଭିତରେ […]

