ଅଭିଶାପ ଫଳିଲା
ଅଭିଶାପ ଫଳିଲା ଭାଗ – ୧ ଅଚ୍ଯୁତାନନ୍ଦ ଦାସ ଗୌତମ ଋଷି ଦୁଇ ପୁଅଙ୍କୁ କାନ୍ଧରେ ବସେଇ ଚାଲୁଛନ୍ତି ଗଙ୍ଗା ନଦୀ ର ତାତିଲା ବାଲି ଉପରେ I ସ୍ତ୍ରୀ ଅହଲ୍ଯା ଓ ଝିଅ ଅଞ୍ଜନା ପଛେ ପଛେ ଚାଲୁଛନ୍ତିI ଋଷିଙ୍କ ସହିତ ପାଦ ମିଳାଇ ଚାଲି ପାରୁ ନଥାନ୍ତି ମାଆ କି ଝିଅ I ସକାଳ ପହରୁ ଚାଲୁଛନ୍ତି I ଦିନ ଆସି ଦି’ ପହର ହେଲାଣି I ଋଷି ତ ମେହନତି ମଣିଷ କିନ୍ତୁ […]










