#maa

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା (Lokanath Mishra) ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ପାଇଁ ସାହାଣମେଲା କରା ଦିଆଯାଏ ଏବଂ ମା ଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ […]

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା Read More »

ନବ ଦୁର୍ଗା ସ୍ତୋତ୍ରମ୍

ନବ ଦୁର୍ଗା ସ୍ତୋତ୍ରମ୍ ଶ୍ରୀ ଗଣେଶଃ ହରିଦ୍ରାଭଂଚତୁର୍ଵାଦୁ ହାରିଦ୍ରଵସନଂଵିଭୁମ୍ପା। ଶାଂକୁଶଧରଂ ଦୈଵଂମୋଦକଂଦଂତମେଵ ଚ ଦେବୀ ଶୈଳପୁତ୍ରୀ ବଂଦେ ଵାଂଛିତଲାଭାୟ ଚଂଦ୍ରାର୍ଧକୃତଶେଖରାଂ ଵୃଷାରୂଢାଂ ଶୂଲଧରାଂ ଶୈଳପୁତ୍ରୀ ୟଶସ୍ଵିନୀମ୍ ଦେବୀ ବ୍ରହ୍ମଚାରିଣୀ ଦଧାନା କରପଦ୍ମାଭ୍ୟାମକ୍ଷମାଲା କମଂଡଲୂ ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା ଦେବୀ ଚଦ୍ରଘଣ୍ଟା ପିଂଡଜପ୍ରଵରାରୂଢା ଚଂଦକୋପାସ୍ତ୍ରକୈର୍ୟୁତା ପ୍ରସାଦଂ ତନୁତେ ମହ୍ୟଂ ଚଂଦ୍ରଘଂଟେତି ଵିଶ୍ରୁତା ଦେବୀ କୁଷ୍ମାଣ୍ଡା ସୁରାସଂପୂର୍ଣକଲଶଂ ରୁଧିରାପ୍ଲୁତମେଵ ଚ ହସ୍ତପଦ୍ମାଭ୍ୟାଂ କୂଷ୍ମାଂଡା ଶୁଭଦାସ୍ତୁ ମେ ଦେବୀ ସ୍କନ୍ଧମାତା ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ଵୟା ଶୁଭଦାସ୍ତୁ ସଦା ଦେଵୀ ସ୍କଂଦମାତା

ନବ ଦୁର୍ଗା ସ୍ତୋତ୍ରମ୍ Read More »

ପ୍ରଶିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା

ପ୍ରଶିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା By- Lokanath Mishra: ନବରାତ୍ରୀ ଏ ବର୍ଷ ଆରମ୍ବ ହେଇ ଯାଇଛି । ମା ଦୁର୍ଗା ଆମ ମାନକଂ ମୁହଁ ରେ ହସ ଦେଇଛନ୍ତି ।ଏ ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ହସ ଦେବା । ଲୁହ ତ ସମସ୍ତେ ଦିଅନ୍ତି ହେଲେ ହସ କେବଳ ସିଏ ହିଁ ଦିଅନ୍ତି … ଯିଏ ଆମକୁ ପ୍ରକୁତରେ ଭଲ ପାଆନ୍ତି । ମା ଆମକୁ ଭଲ ପାଆନ୍ତି

ପ୍ରଶିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା Read More »