#myindia

pexels-photo-2802368-2802368.jpg

ମୋ ଦେଶ

ମୋ ଦେଶ ସାରଦା ପ୍ରସାଦ ମିଶ୍ର କେତେ ସୁନ୍ଦର ଏ ଦେଶ ଆମରଏହାରି କୋଳେ ଜନମଏହି ଦେଶ ପାଣି ଏ ଦେଶ ପବନେଗଢା ଆମରି ଜୀବନ।ସୁଜଳ। ସୁଫଳ। ଶସ୍ୟ ଶ୍ୟାମଳ।ଅରଣ୍ୟ କୁନ୍ତଳା ମାଆପ।ର।ବାର ତାର ଅଙ୍ଗ ପଖ।ଳେଚୁମ୍ବେ ଶୀତଳ ବାଆ ।ଗିରିଶିର ପରେ ତ।ରକିତ ବ୍ୟୋମହସେ ପୁଣି ନିଶା ପତିପାଦପ କୁଞ୍ଜୁ ବିହଗ ସଙ୍ଗୀତେମତୁଆଲା ହୁଏ ରାତି ।କୁଳୁ କୁଳୁ ନାଦେ ବହଇ ତଟିନୀବିତରାଇ ସ୍ୱଚ୍ଛ ବାରିତପନ କିରଣ ବନସ୍ପତି ଛୁଏଁବିଲେ ଶସ୍ୟ କେରି କେରି।ମହାକାଶ ଚାରୀ

ମୋ ଦେଶ Read More »