#odia

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ ମହାଶୟ/ମହାଶୟା ।ଆମେ ସବୁ କିଏ ? କଣ ଆମର ପରିଚୟ?ମନେ ଅଛି ଆମ ପରିଚୟ କଣ ? ଆମେ ଓଡ଼ିଆ । ଇତିହାସ ର ସୁପ୍ତ ଶିଥିଳ ପୃଷ୍ଠା ଗୁଡ଼ିକ ପୁଣି ଶିହରଣରେ ପ୍ରକମ୍ପିତ ହୋଇ ଉଠେ ପ୍ରତିବର୍ଷ ଏପ୍ରିଲ ମାସ ପ୍ରାରମ୍ଭରେ ଘଟିଯାଇଥିବା ସେହି ଲୋମହର୍ଷକ ଐତିହାସିକ ବିଜୟ ଏବଂ ଭାରତର ସର୍ବ ପ୍ରଥମ ସ୍ୱାଧୀନ ଏବଂ ଶକ୍ତିଶାଳୀ ନୂତନ ପ୍ରଦେଶ ଗଠନ ର ଘଟଣାଚକ୍ର ସବୁ ସ୍ମରଣ କରି । […]

ବନ୍ଦେ ଉତ୍କଳ ଜନନୀ Read More »

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଶୁଣି ବୋଲନ୍ତି ନନ୍ଦରାୟ। ଭୋ ମୁନି ନ କର ତୁ ଭୟ। ତୋ ତହୁଁ ନ ଜାଣିବେ ଆନ। ଏମନ୍ତ ଅଛି ମୋର ସ୍ଥାନ। କହି କରାଇ ସାବଧାନ। ଆଣିଲା ହୋମର ବିଧାନ। ଦ୍ଵିଜ ବେଭାରେ ଶୁଚିମନ୍ତ। ସଂସ୍କାର କଲେ ବେନିସୁତ। ଗାର୍ଗ୍ୟ ଅଇଲେ ଯହିଁ ପାଇଁ। ଦେଖିଲେ ନନ୍ଦପୁତ୍ର ଦୁଇ। ନୟନେ ଦେଖି ନିସ୍ତରିଲେ। ବେଦବଚନେ ସ୍ତୁତି କଲେ। ବିଚାରି ହୃଦେ ପରିମାଣି। ଜ୍ଞାନଦର୍ଶନେ ମୁନିମଣି। ସଭୟ କରି ହୃଦଗତେ।

ସକାଳର ଭକ୍ତି ଅର୍ଘ୍ୟ Read More »

ଆସ ଆଜିଠାରୁ ଭାଗବତ ପଢିବା —….!

ଆସ ଆଜିଠାରୁ ଭାଗବତ ପଢିବା —….!♾️♾️♾️♾️⭕⭕♾️♾️♾️♾️ ତୁ ଏବେ ମୋର ଘରେ ନାଥ। ଅଂଶେ ହୋଇଲୁ ଦେହବନ୍ତ।ଜାଣିଲି ଯେତେକ ଅସୁର। ମାରି କରିବୁ ମହୀ ସ୍ଥିର। ତୋର ଜନମ ମୋର ଘରେ। ଶୁଣିଣ କଂସ କୋପଭରେ।ଛ ପୁତ୍ର ମାଇଲା ମୋହର। ତୁ କି ନଜାଣୁ ଚକ୍ରଧର। ପ୍ରହରୀମାନେ ଜଗିଛନ୍ତି। ଶୁଣିବେ ବୋଲି ମନେ ଭୀତି।କଂସକୁ କହିବେ ତୁରିତେ। ସେ ଆସି ମାରିବଟି ତୋତେ। ତୋତେ ହିଁ ତୁହି ରକ୍ଷା କର। ମୁଁ ଛାର ମନୁଷ୍ୟ ମାତର।ଏମନ୍ତେ ଗଡ଼ଘାଲି

ଆସ ଆଜିଠାରୁ ଭାଗବତ ପଢିବା —….! Read More »

କାର୍ତ୍ତିକ ମାହାତ୍ମ୍ୟ ଭାଗ -୫

🌹🌹🌹 କାର୍ତ୍ତିକ ମାହାତ୍ମ୍ୟ 🌹🌹🌹 ଭାଗ –୫ ଶୁଣ ସୁଜନେ ଦେଇ ମନ କର୍ଣ୍ଣ। ସତ୍ୟଭାମା ଶ୍ରୀକୃଷ୍ଣ ଙ୍କୁ ପଚାରିଲେ ଯେ କାର୍ତ୍ତିକ ମାସର ବିଧି ବିଧାନ ମୋତେ ବୁଝାଇ କୁହନ୍ତୁ। ଶ୍ରୀକୃଷ୍ଣ କହିଲେ ଯେ ପୁର୍ବରୁ ପୃଥୁ ରାଜା ନାରଦମୁନି ଙ୍କୁ ପଚାରିଲେ ଯେ କେଉଁ ଧର୍ମ ବଳରେ ଗୋବିନ୍ଦ ମନ୍ଦିରରେ ବସନ୍ତି ଓ ପୁଣି ସଂସାର ରେ ପଡନ୍ତି ନାହିଁ। ନାରଦମୁନି କହୁଛନ୍ତି କାର୍ତ୍ତିକ ବ୍ରତ ଧର୍ମ ବଳରେ ମୁକ୍ତିଲାଭ ନିଶ୍ଚୟ କରନ୍ତି। ଅଶେଷ

କାର୍ତ୍ତିକ ମାହାତ୍ମ୍ୟ ଭାଗ -୫ Read More »