କାର୍ତ୍ତିକ ମାହାତ୍ମ୍ୟ ଭାଗ -୫
🌹🌹🌹 କାର୍ତ୍ତିକ ମାହାତ୍ମ୍ୟ 🌹🌹🌹 ଭାଗ –୫ ଶୁଣ ସୁଜନେ ଦେଇ ମନ କର୍ଣ୍ଣ। ସତ୍ୟଭାମା ଶ୍ରୀକୃଷ୍ଣ ଙ୍କୁ ପଚାରିଲେ ଯେ କାର୍ତ୍ତିକ ମାସର ବିଧି ବିଧାନ ମୋତେ ବୁଝାଇ କୁହନ୍ତୁ। ଶ୍ରୀକୃଷ୍ଣ କହିଲେ ଯେ ପୁର୍ବରୁ ପୃଥୁ ରାଜା ନାରଦମୁନି ଙ୍କୁ ପଚାରିଲେ ଯେ କେଉଁ ଧର୍ମ ବଳରେ ଗୋବିନ୍ଦ ମନ୍ଦିରରେ ବସନ୍ତି ଓ ପୁଣି ସଂସାର ରେ ପଡନ୍ତି ନାହିଁ। ନାରଦମୁନି କହୁଛନ୍ତି କାର୍ତ୍ତିକ ବ୍ରତ ଧର୍ମ ବଳରେ ମୁକ୍ତିଲାଭ ନିଶ୍ଚୟ କରନ୍ତି। ଅଶେଷ […]
କାର୍ତ୍ତିକ ମାହାତ୍ମ୍ୟ ଭାଗ -୫ Read More »

