ଶ୍ରାବଣ ସୋମବାର
ଶ୍ରାବଣ ସୋମବାର ସାରଦା ପ୍ରସାଦ ମିଶ୍ର ଦାନବ ନୃପତି ମହବଳୀ ବଳିସଙ୍ଗେ ଦେବତାଙ୍କ ରଣସମରେ ପରାସ୍ତ ହୋଇ ଦେବଗଣକରିଲେ ଆତ୍ମ ଗୋପନ ।କ୍ଷୀର।ବ୍ଧି ନିକଟେ ଯାଇ ଦେବ ଗଣବିଷ୍ଣୁଙ୍କୁ କଲେ ବିନତିସ୍ଵର୍ଗ ଅଧିକାର କରି ଦୈତ୍ୟ ଗଣଦେବଙ୍କୁ ଦେଲେ ବିପତ୍ତି ।ସିନ୍ଧୁସୂତା ପତି ନିର୍ଦ୍ଦେଶିଲେ ଦେବେସାଗର କର ମନ୍ଥନସମୁଦ୍ର ମନ୍ଥନୁ ଜାତ ଅମୃତକୁଯଦି କରିପାର ପାନ ?ତେବେ ତୁମେ ଯାଇ ହେବ ବଳଶାଳୀଜିଣି ପାରିବ ଅସୁରବାସୁକି ନାଗହେବ ମନ୍ଥନର ରଶିଖୁଆ ମନ୍ଦର ଅଚଳ ।ଦେବ ଦୈତ୍ୟ ମିଶି […]

