Biju Patnaik, Crazy Pilot

ସେହି ଅଦୃଶ୍ୟ ସଂକେତ ଓ ଜଣେ ପାଗଳ ପାଇଲଟ୍

ସେହି ଅଦୃଶ୍ୟ ସଂକେତ ଓ ଜଣେ ପାଗଳ ପାଇଲଟ୍ ତପନ କୁମାର ନାୟକ ​ସମୟ ପ୍ରାୟ ୧୯୪୦ ଦଶକର କଥା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥାଏ। ଚାରିଆଡ଼େ ବାରୁଦର ଗନ୍ଧ ଆଉ ମୃତ୍ୟୁର ଭୟ। ସେତେବେଳେ ଜଣେ ଓଡ଼ିଆ ଯୁବକ ବ୍ରିଟିଶ ରୟାଲ ଏୟାରଫୋର୍ସରେ ପାଇଲଟ୍ ଥାନ୍ତି। ତାଙ୍କର କାମ ଥିଲା ଯୁଦ୍ଧ କ୍ଷେତ୍ରକୁ ରସଦ ଓ ସାମଗ୍ରୀ ପହଞ୍ଚାଇବା। ​ଦିନେ ସେହି ଯୁବକ ଜଣଙ୍କୁ ଏକ ଗୁପ୍ତ ଓ ଅତି ବିପଜ୍ଜନକ ମିଶନ ଦିଆଗଲା। ତାଙ୍କୁ ଏକ […]

ସେହି ଅଦୃଶ୍ୟ ସଂକେତ ଓ ଜଣେ ପାଗଳ ପାଇଲଟ୍ Read More »