barsha-seshara-milana-kabita

ବରଷ ଶେଷର ମିଳନ

ବରଷ ଶେଷର ମିଳନ ସାରଦା ପ୍ରସାଦ ମିଶ୍ର ଇଂରାଜୀ ବରଷ କଡ ଲେଉଟିବଆଜି ତାର ଶେଷ ଦିନଆନନ୍ଦେ ବିଷ।ଦେ ବିତିଥିବା କ୍ଷଣଛାଡିଯାଏ ତାର ଚିହ୍ନ ।ପୁରାତନ କଥା ଭୁଲି ନୂତନକୁକରିବାକୁ ଅଙ୍ଗୀକାରସେବାରୁ ନିବୃତ୍ତ ରାଜସ୍ବ ବିଭାଗଅଧିକାରୀଙ୍କ ଆସର ।ପ୍ରାଣୀ ଉଦ୍ଭିଦର ଉଦ୍ୟ।ନେ ଶୋଭିତଆମ ନନ୍ଦନ କାନନସେହିଠାରେ ଶୋଭା ମଣ୍ଡନ କରୁଛିଆଶୀର୍ବାଦ ଉପବନ ।ନରମ ଖରାର ଆଲୋକ ମଦିରାବିଛୁରିତ ଭୂମିପରେଚଉକି ପକାଇ ନରନାରୀ ବସିଗଳ୍ପେ ମଜି ଆପଣାରେ lପକୋଡା ,ବାଇଗଣୀ,ମସଲା ମକାସଙ୍ଗେ ଛଣା ଛୋଟ ମାଛସୁପ ଚା ଆଦି […]

ବରଷ ଶେଷର ମିଳନ Read More »