ସୋମନାଥ ଜ୍ୟୋତିର୍ଲିଙ୍ଗ

ଜୟ ସୋମନାଥ

ଜୟ ସୋମନାଥସାରଦା ପ୍ରସାଦ ମିଶ୍ର ରତ୍ନାକର ତଟ ପବିତ୍ର ବସୁଧାପ୍ରଭାସ ପଟନ ନାମଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗଦେବାଳୟ ଅନୁପମ ।ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେପୂଜିତ ଏହି ମନ୍ଦିରେସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀଓଁକାର ମନ୍ତ୍ର ଜପିଲେ ।ଏ ପୂତ ସ୍ଥାନର ପରିଚୟ ଦିଏଆମର ଶାସ୍ତ୍ର ପୁରାଣଦକ୍ଷ ପ୍ରଜାପତି ଜାମାତା ରୂପରେଚନ୍ଦ୍ରଙ୍କୁ କଲେ ବରଣ।ସତାଇଶ କନ୍ୟା ଚନ୍ଦ୍ରେ ବିଭା ଦେଇକହିଲେ ମଧୁର ବାଣୀକରିଲି ପ୍ରଦାନ ଏ କନ୍ୟା ମାନଙ୍କୁକରିବନି ହୀନିମାନୀ ।ଚନ୍ଦ୍ର ଦେବତାଙ୍କ ପ୍ରିୟ ପତ୍ନୀ ରୂପେରୋହିଣୀ ପାଇଲେ […]

ଜୟ ସୋମନାଥ Read More »