Aye Mere Watan Ke Logon

ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା…

​ଆଜିର ଦିନ (୨୭ ଜାନୁଆରୀ) ଭାରତୀୟ ସଙ୍ଗୀତ ଏବଂ ଦେଶପ୍ରେମ ଇତିହାସରେ ଏକ ସ୍ମରଣୀୟ ଦିନ।
​୨୭ ଜାନୁଆରୀ, ୧୯୬୩: ୧୯୬୨ ଭାରତ-ଚୀନ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିଦିନ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ପ୍ରଥମ ଥର ପାଇଁ ଗାଇଥିଲେ ସେହି କାଳଜୟୀ ଗୀତ— “ଏ ମେରେ ୱତନ କେ ଲୋଗୋଁ” (Aye Mere Watan Ke Logon)।
​ସେଦିନ କ’ଣ ଘଟିଥିଲା?
ଯେତେବେଳେ ଲତା ଜୀଙ୍କ କଣ୍ଠରୁ ଶୁଭିଲା— “ଜରା ଆଁଖ ମେଁ ଭରଲୋ ପାନି, ଜୋ ଶହୀଦ ହୁଏ ହୈଁ ଉନକି, ଜରା ୟାଦ କରୋ କୁରବାନି…”, ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ହୃଦୟ ଥରି ଉଠିଥିଲା।
​ଏହି ଦେଶପ୍ରେମର ସ୍ୱର ଏତେ ଗଭୀର ଥିଲା ଯେ, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ନିଜ କୋହ ସମ୍ଭାଳି ପାରିନଥିଲେ। ତାଙ୍କ ଆଖିରୁ ଲୁହ ଝରି ଆସିଥିଲା। କାର୍ଯ୍ୟକ୍ରମ ଶେଷରେ ସେ ଲତା ଜୀଙ୍କୁ କହିଥିଲେ, “ବେଟି, ତୁମେ ଆଜି ମତେ କନ୍ଦାଇ ଦେଲ।”
​କିଏ ଲେଖିଥିଲେ ଏହି ଗୀତ?
ଏହି ଅମର ସଙ୍ଗୀତକୁ ଲେଖିଥିଲେ କବି ପ୍ରଦୀପ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସି. ରାମଚନ୍ଦ୍ର।

ଗୀତ : ଏ ମେରେ ୱତନ କେ ଲୋଗୋଁ
ଗାୟିକା : ଲତା ମଙ୍ଗେସକର
ଗୀତିକାର : କବି ପ୍ରଦୀପ
ସଙ୍ଗୀତ ନିର୍ଦ୍ଦେଶକ : ସି. ରାମଚନ୍ଦ୍ର
​ଲିରିକ୍ସ
​ଏ ମେରେ ୱତନ କେ ଲୋଗୋଁ, ତୁମ ଖୁବ୍ ଲଗାଲୋ ନାରା
ୟେ ଶୁଭ୍ ଦିନ୍ ହୈ ହମ୍ ସବକା, ଲହରାଲୋ ତିରଙ୍ଗା ପ୍ୟାରା
ପର୍ ମତ୍ ଭୁଲୋ ସୀମା ପର୍, ବୀରୋଁ ନେ ହୈ ପ୍ରାଣ ଗଁୱାଏ
କୁଛ୍ ୟାଦ୍ ଉନହେଁ ଭି କରିଲୋ, କୁଛ୍ ୟାଦ୍ ଉନହେଁ ଭି କରିଲୋ
ଜୋ ଲୌଟ୍ କେ ଘର୍ ନା ଆଏ, ଜୋ ଲୌଟ୍ କେ ଘର୍ ନା ଆଏ…
​ଏ ମେରେ ୱତନ କେ ଲୋଗୋଁ, ଜରା ଆଁଖ ମେଁ ଭରଲୋ ପାନି
ଜୋ ଶହୀଦ ହୁଏ ହୈଁ ଉନକି, ଜରା ୟାଦ୍ କରୋ କୁର୍ବାନି… (ଘୋଷା)
​ଜବ୍ ଦେଶ୍ ମେଁ ଥି ଦିୱାଲି, ୱୋ ଖେଲ୍ ରହେ ଥେ ହୋଲି
ଜବ୍ ହମ୍ ବୈଠେ ଥେ ଘରୋଁ ମେଁ, ୱୋ ଜେଲ୍ ରହେ ଥେ ଗୋଲି
ଥେ ଧନ୍ୟ ଜୱାନ ୱୋ ଆପନେ, ଥି ଧନ୍ୟ ୱୋ ଉନକି ଜୱାନି
ଜୋ ଶହୀଦ ହୁଏ ହୈଁ ଉନକି, ଜରା ୟାଦ୍ କରୋ କୁର୍ବାନି…
​ଜବ୍ ଘାୟଲ ହୁଆ ହିମାଳୟ, ଖତରେ ମେଁ ପଡ଼ି ଆଜାଦି
ଜବ୍ ତକ୍ ଥି ସାଁସ୍ ଲଢ଼େ ୱୋ, ଫିର୍ ଅପ୍‌ନି ଲାଶ୍ ବିଛାଦି
ସଙ୍ଗୀନ୍ ପେ ଧର୍ କର୍ ମାଥା, ସୋ ଗଏ ଅମର ବଳିଦାନି
ଜୋ ଶହୀଦ ହୁଏ ହୈଁ ଉନକି, ଜରା ୟାଦ୍ କରୋ କୁର୍ବାନି…
​କୋଇ ଶିଖ୍ କୋଇ ଜାଟ୍ ମରାଠା, କୋଇ ଗୁରଖା କୋଇ ମାଦ୍ରାସି
ସରହଦ୍ ପେ ମରନେ ୱାଲା, ହର୍ ବୀର ଥା ଭାରତବାସି
ଜୋ ଖୁନ୍ ଗିରା ପର୍ବତ୍ ପର୍, ୱୋ ଖୁନ୍ ଥା ହିନ୍ଦୁସ୍ତାନି
ଜୋ ଶହୀଦ ହୁଏ ହୈଁ ଉନକି, ଜରା ୟାଦ୍ କରୋ କୁର୍ବାନି…
​ଥୀ ଖୁନ୍ ସେ ଲଥ୍‌ପଥ୍ କାୟା, ଫିର୍ ଭି ବନ୍ଦୁକ ଉଠାକେ
ଦଶ୍-ଦଶ୍ କୋ ଏକ୍ ନେ ମାରା, ଫିର୍ ଗିର୍ ଗଏ ହୋଶ୍ ଗଁୱାକେ
ଜବ୍ ଅନ୍ତ ସମୟ ଆୟା ତୋ, କହେ ଗଏ କେ ଅବ୍ ମର୍‌ତେ ହୈଁ
ଖୁଶ୍ ରହେନା ଦେଶ୍ କେ ପ୍ୟାରୋଁ, ହମ୍ ଅବ୍ ତୋ ସଫର୍ କର୍‌ତେ ହୈଁ…
​କ୍ୟା ଲୋଗ୍ ଥେ ୱୋ ଦିୱାନେ, କ୍ୟା ଲୋଗ୍ ଥେ ୱୋ ଅଭିମାନି
ଜୋ ଶହୀଦ ହୁଏ ହୈଁ ଉନକି, ଜରା ୟାଦ୍ କରୋ କୁର୍ବାନି…
​ଜୟ ହିନ୍ଦ୍, ଜୟ ହିନ୍ଦ୍ କି ସେନା
ଜୟ ହିନ୍ଦ୍, ଜୟ ହିନ୍ଦ୍, ଜୟ ହିନ୍ଦ୍…

ବାସି ରଥ

Leave a Comment

Your email address will not be published. Required fields are marked *