ଆସ ଆଜିଠାରୁ ଭାଗବତ ପଢିବା —….!
ଆସ ଆଜିଠାରୁ ଭାଗବତ ପଢିବା —….!♾️♾️♾️♾️⭕⭕♾️♾️♾️♾️ ତୁ ଏବେ ମୋର ଘରେ ନାଥ। ଅଂଶେ ହୋଇଲୁ ଦେହବନ୍ତ।ଜାଣିଲି ଯେତେକ ଅସୁର। ମାରି କରିବୁ ମହୀ ସ୍ଥିର। ତୋର ଜନମ ମୋର ଘରେ। ଶୁଣିଣ କଂସ କୋପଭରେ।ଛ ପୁତ୍ର ମାଇଲା ମୋହର। ତୁ କି ନଜାଣୁ ଚକ୍ରଧର। ପ୍ରହରୀମାନେ ଜଗିଛନ୍ତି। ଶୁଣିବେ ବୋଲି ମନେ ଭୀତି।କଂସକୁ କହିବେ ତୁରିତେ। ସେ ଆସି ମାରିବଟି ତୋତେ। ତୋତେ ହିଁ ତୁହି ରକ୍ଷା କର। ମୁଁ ଛାର ମନୁଷ୍ୟ ମାତର।ଏମନ୍ତେ ଗଡ଼ଘାଲି […]
ଆସ ଆଜିଠାରୁ ଭାଗବତ ପଢିବା —….! Read More »







