କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪) ତୁଳସୀ କାଠ ଯଦି ମିଳେ ସେହି ତୁଳସୀ କାଠ କୁ ନିଆଁ ରେ ପକାଇଲେ ତାହାରି ଆତ୍ମା ମୋକ୍ଷ ପାଏ । ତୁଳସୀ ଚରିତ ଯାହା ମୁଁ ତୁମ ମାନଙ୍କୁ କହୁଛି ତାହା ସତ୍ୟ ଅଟେ । ଆହୁରୀ କଥା କହୁଛି ଶୁଣ !ଗ୍ରହଣ ସମୟରେ ,ଦ୍ଵାଦଶୀ , ସଂକ୍ରାନ୍ତି , ଚତୁର୍ଥୀ , ସନ୍ଧ୍ୟା ,ରାତ୍ରି , ଅଶୌଚ ହୋଇ ତୁଳସୀ ପତ୍ର ତୋଳିବ ନାହିଁ କି ତୁଳସୀ ବୃକ୍ଷ […]
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪) Read More »






